Branch 'f12-tx' - po/or.po

Transifex System User transif at fedoraproject.org
Thu Dec 17 12:03:45 UTC 2009


 po/or.po |   50 +++++++++++++++++++++++++++++++++++++++++++++++++-
 1 file changed, 49 insertions(+), 1 deletion(-)

New commits:
commit 92342bcea954f0cb9eb82fd6ee77d46c4c80490c
Author: mgiri <mgiri at fedoraproject.org>
Date:   Thu Dec 17 12:03:41 2009 +0000

    Sending translation for Oriya

diff --git a/po/or.po b/po/or.po
index c844f58..518368f 100644
--- a/po/or.po
+++ b/po/or.po
@@ -7,7 +7,7 @@ msgstr ""
 "Project-Id-Version: docs-install-guide.f12-tx.or\n"
 "Report-Msgid-Bugs-To: http://bugs.kde.org\n"
 "POT-Creation-Date: 2009-09-30 11:04+0000\n"
-"PO-Revision-Date: 2009-12-16 18:06+0530\n"
+"PO-Revision-Date: 2009-12-17 17:26+0530\n"
 "Last-Translator: Manoj Kumar Giri <mgiri at redhat.com>\n"
 "Language-Team: Oriya <oriya-it at googlegroups.com>\n"
 "MIME-Version: 1.0\n"
@@ -33,6 +33,7 @@ msgstr ""
 "\n"
 "\n"
 "\n"
+"\n"
 
 #. Tag: para
 #: Account_Configuration_common-para-6.xml:8
@@ -1607,6 +1608,11 @@ msgid ""
 "the installation with identical settings, or modify copies to specify "
 "settings for other systems."
 msgstr ""
+"Fedora ସ୍ଥାପନ ପଦ୍ଧତି ସ୍ୱୟଂଚାଳିତ ଭାବରେ ଗୋଟିଏ Kickstart ଫାଇଲ ଲେଖିଥାଏ ଯାହାକି "
+"ସ୍ଥାପିତ ତନ୍ତ୍ର ପାଇଁ ସଂରଚନା ଧାରଣ କରିଥାଏ। ଏହି ଫାଇଲଟି ସର୍ବଦା <filename>/root/ "
+"anaconda-ks.cfg</filename> ଭାବରେ ସଂରକ୍ଷିତ ରହିଥାଏ। ଆପଣ ଏହି ଫାଇଲକୁ ସମାନ "
+"ପ୍ରକାର ବାକ୍ୟଖଣ୍ଡ ସହିତ ସ୍ଥାପନ ପୁନରାବୃତ୍ତି କରିବା ପାଇଁ ବ୍ୟବହାର କରିପାରିବେ, ଅଥବା ଅନ୍ୟାନ୍ୟ "
+"ତନ୍ତ୍ରଗୁଡ଼ିକ ପାଇଁ ସଂରଚନା ପରିବର୍ତ୍ତନ କରିବା ପାଇଁ ଟିପ୍ପଣୀଗୁଡ଼ିକୁ ପରିବର୍ତ୍ତନ କରିଥାଏ।"
 
 #. Tag: para
 #: adminoptions.xml:545
@@ -1619,6 +1625,12 @@ msgid ""
 "<guisubmenu>System Tools</guisubmenu><guimenuitem>Kickstart</guimenuitem></"
 "menuchoice>."
 msgstr ""
+"Fedora ରେ କିକଷ୍ଟାର୍ଟ ଫାଇଲ ନିର୍ମାଣ ଏବଂ ପରିବର୍ତ୍ତନ କରିବା ପାଇଁ ବିକଳ୍ପଗୁଡ଼ିକୁ ଚୟନ କରି ଗୋଟିଏ "
+"ଆଲେଖୀକ ପ୍ରୟୋଗ ଅନ୍ତର୍ଭୁକ୍ତ ହୋଇଥାଏ ଯାହାକି ଆପଣ ଆବଶ୍ୟକ କରିଥାନ୍ତି। ଏହି ଉପଯୋଗିତାକୁ ସ୍ଥାପନ "
+"କରିବା ପାଇଁ ପ୍ୟାକେଜ <filename>system-config-kickstart</filename> କୁ ବ୍ୟବହାର କରନ୍ତୁ। "
+"Fedora Kickstart ସମ୍ପାଦକକୁ ଧାରଣ କରିବା ପାଇଁ, <menuchoice> <guimenu>Applications</guimenu> "
+"<guisubmenu>System Tools</guisubmenu><guimenuitem>Kickstart</guimenuitem></"
+"menuchoice> କୁ ବାଛନ୍ତୁ।"
 
 #. Tag: para
 #: adminoptions.xml:554
@@ -1629,6 +1641,10 @@ msgid ""
 "editor, and write scripts or applications that generate custom Kickstart "
 "files for your systems."
 msgstr ""
+"Kickstart ଫାଇଲ ତାଲିକା ସ୍ଥାପନ ସଂରଚନାଗୁଡ଼ିକ ପ୍ରତି ଧାଡ଼ିରେ ଗୋଟିଏ ବିକଳ୍ପ ସହିତ ସରଳ ପାଠ୍ୟରେ "
+"ବିନ୍ୟାସିତ ହୋଇଥାଏ। ଏହି ଶୈଳୀ ଆପଣଙ୍କୁ କିକଷ୍ଟାର୍ଟ ଫାଇଲଗୁଡ଼ିକୁ ଯେକୌଣସି ପାଠ୍ୟ ସମ୍ପାଦକ ସହିତ "
+"ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ, ଏବଂ ଆପଣଙ୍କ ତନ୍ତ୍ର ପାଇଁ ଇଚ୍ଛାମୁତାବକ କିକଷ୍ଟାର୍ଟ ଫାଇଲ ନିର୍ମାଣ "
+"କରିବା ପାଇଁ ସ୍କ୍ରିପ୍ଟ ଅଥବା ପ୍ରୟୋଗଗୁଡ଼ିକୁ ଲେଖିଥାଏ।"
 
 #. Tag: para
 #: adminoptions.xml:561
@@ -1728,6 +1744,12 @@ msgid ""
 "application <wordasword>http://server.mydomain.com/kickstart.cgi</"
 "wordasword>:"
 msgstr ""
+"ୱେବ ସର୍ଭରରେ ସ୍କ୍ରିପ୍ଟ ଅଥବା ପ୍ରୟୋଗରୁ ଗୋଟିଏ Kickstart ଫାଇଲ ପାଇବା ପାଇଁ, "
+"<option>ks=</option> ବିକଳ୍ପ ସହିତ URL କୁ ଦର୍ଶାନ୍ତୁ। ଯଦି ଆପଣ ବିକଳ୍ପ "
+"<option>kssendmac</option> କୁ ଯୋଗ କରନ୍ତି, ତେବେ ଅନୁରୋଧ ମଧ୍ଯ HTTP "
+"ଶୀର୍ଷକଗୁଡ଼ିକୁ ୱେବ ପ୍ରୟୋଗକୁ ପଠାଇଥାଏ। ଆପଣଙ୍କର ପ୍ରୟୋଗ ସେହି ଶୀର୍ଷକମାନଙ୍କୁ କମ୍ପୁଟର ଚିହ୍ନିବା ପାଇଁ "
+"ବ୍ୟବହାର କରିଥାଏ। ଏହି ଧାଡ଼ିଟି ଶୀର୍ଷକ ସହିତ ଅନୁରୋଧକୁ ପ୍ରୟୋଗ <wordasword>http://server. "
+"mydomain.com/kickstart.cgi</wordasword> ପାଖକୁ ପଠାଇଥାଏ:"
 
 #. Tag: screen
 #: adminoptions.xml:622
@@ -1756,6 +1778,11 @@ msgid ""
 "supply additional drivers during the installation process, or at a later "
 "time."
 msgstr ""
+"ପୂର୍ବନିର୍ଦ୍ଧାରିତ ଭାବରେ, Fedora ସ୍ୱୟଂଚାଳିତ ଭାବରେ ଆପଣଙ୍କ କମ୍ପୁଟରର ସମସ୍ତ ଉପାଦାନକୁ ଚିହ୍ନିବା "
+"ଏବଂ ସମର୍ଥନ ବିନ୍ୟାସ କରିବା ପାଇଁ ପ୍ରୟାସ କରିଥାଏ। Fedora ସାଧାରଣ ବ୍ୟବହାରରେ ମୂଖ୍ୟ ହାର୍ଡୱେରକୁ "
+"ସଫ୍ଟୱେର <firstterm>drivers</firstterm> ସହିତ ସମର୍ଥନ କରିଥାଏ ଯାହାକି ପ୍ରଚାଳନ ତନ୍ତ୍ର ସହିତ "
+"ଅନ୍ତର୍ଭୁକ୍ତ। ଅନ୍ୟାନ୍ୟ ଉପକରଣଗୁଡ଼ିକୁ ସମର୍ଥନ କରିବା ପାଇଁ ଆପଣଙ୍କୁ ଅତିରିକ୍ତ ଡ୍ରାଇଭରଗୁଡ଼ିକୁ ସ୍ଥାପନ ପ୍ରକ୍ରିୟା"
+"ସମୟରେ, ଅଥବା ପରବର୍ତ୍ତୀ ସମୟରେ ଯୋଗାଇଥାଏ।"
 
 #. Tag: title
 #: adminoptions.xml:638
@@ -1772,6 +1799,9 @@ msgid ""
 "configuration for that type of device, and take additional steps to manually "
 "configure the device after the installation process is complete."
 msgstr ""
+"ଉପକରଣର କିଛି ମଡେଲଗୁଡ଼ିକ ପାଇଁ ବିନ୍ୟାସ ବିଫଳ ହୋଇଥାଏ, ଅଥବା ଅସ୍ଥାୟୀ ପରିବେଶ ସୃଷ୍ଟିକରିଥାଏ। "
+"ଏହି ପରିସ୍ଥିତିରେ, ଆପଣଙ୍କୁ ସ୍ୱୟଂଚାଳିତ ବିନ୍ୟାସକୁ ନିଷ୍କ୍ରିୟ କରିବାକୁ ହେବ, ଏବଂ ସ୍ଥାପନ କ୍ରିୟା ସମାପ୍ତ ହେବା ପରେ "
+"ହସ୍ତକୃତ ଭାବରେ ସଂରଚନା କରିବା ପାଇଁ ଅତିରିକ୍ତ ପଦକ୍ଷେପଗୁଡ଼ିକୁ ନେଇଥାଏ।"
 
 #. Tag: title
 #: adminoptions.xml:648
@@ -2099,6 +2129,11 @@ msgid ""
 "instace before you attempt an installation helps to avoid problems that are "
 "often encountered during installation."
 msgstr ""
+"ଆପଣ ISO-ଆଧାରିତ ସ୍ଥାପନ ଉତ୍ସର ଅଖଣ୍ଡତାକୁ Fedora ସ୍ଥାପନ କରିବା ପାଇଁ ବ୍ୟବହାର "
+"କରିବା ପୂର୍ବରୁ ପରୀକ୍ଷା କରିପାରିବେ। ଏହି ଉତ୍ସଗୁଡ଼ିକରେ ହାର୍ଡ ଡ୍ରାଇଭ ଅଥବା ଗୋଟିଏ NFS ସର୍ଭରରେ "
+"ସଂରକ୍ଷିତ CD, DVD, ଏବଂ ISO ପ୍ରତିଛବିଗୁଡ଼ିକ ଅନ୍ତର୍ଭୁକ୍ତ। ଯାଞ୍ଚ କରିବା ଫଳରେ ISO ପ୍ରତିଛବିଗୁଡ଼ିକ ଆପଣ "
+"ସ୍ଥାପନ କରିବା ପୂର୍ବରୁ ସ୍ଥାପନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଚେଷ୍ଟାକରିଥାଏ "
+"ଯାହାକି ସ୍ଥାପନ ସମୟରେ ସମ୍ମୁଖିନ ହୋଇଥାଏ।"
 
 #. Tag: para
 #: adminoptions.xml:804
@@ -2168,6 +2203,8 @@ msgid ""
 "system with the screens that follow. The final setup screen configures "
 "access to the existing system on your computer."
 msgstr ""
+"ଭାଷା, କିବୋର୍ଡ ବିନ୍ୟାସ ଏବଂ ନେଟୱର୍କ ସଂରଚନାଗୁଡ଼ିକୁ ଉଦ୍ଧାର ତନ୍ତ୍ର ପାଇଁ ଅନୁସରଣ କରୁଥିବା ପରଦାଗୁଡ଼ିକ ପାଇଁ "
+"ଉଲ୍ଲେଖ କରିଥାଏ। ଅନ୍ତିମ ସଂରଚନା ପରଦା ସ୍ଥିତବାନ ତନ୍ତ୍ର ପାଇଁ ଆପଣଙ୍କ କମ୍ପୁଟରରେ ବିନ୍ୟାସ କରିଥାଏ।"
 
 #. Tag: para
 #: adminoptions.xml:855
@@ -2209,6 +2246,11 @@ msgid ""
 "upgrade a Fedora installation that the installation program has not "
 "correctly identified."
 msgstr ""
+"ତଥାପି, ସ୍ଥାପନ ପ୍ରଗ୍ରାମଟି Fedoraର ପୂର୍ବ ସଂସ୍କରଣକୁ ସଠିକ ଭାବରେ ଚିହ୍ନିପାରିନଥାଏ, ଯଦି <filename> "
+"/etc/fedora-release</filename> ଫାଇଲର ବିଷୟବସ୍ତୁଗୁଡ଼ିକ ପରିବର୍ତ୍ତିତ ହୋଇନଥାଏ। ବୁଟ ବିକଳ୍ପ "
+"<option>upgradeany</option> ପରୀକ୍ଷାକୁ ଆରାମ ଦେଇଥାଏ ଯାହାକି ସ୍ଥାପନ ପ୍ରଗ୍ରାମକୁ କାର୍ଯ୍ୟକାରୀ କରିଥାଏ "
+"ଏବଂ ଆପଣଙ୍କୁ Fedora ସ୍ଥାପନାକୁ ଉନ୍ନୟନ କରିବା ପାଇଁ ଅନୁମତି ଦେଇଥାଏ ଯାହାକି ସ୍ଥାପନ ପ୍ରଗାମକୁ ଠିକ ଭାବରେ "
+"ଚିହ୍ନିପାରିନଥାଏ।"
 
 #. Tag: title
 #: Advice_on_Partitions.xml:7
@@ -2796,6 +2838,12 @@ msgid ""
 "Use this option to install Fedora on computers that are without a network "
 "connection or CD/DVD drives."
 msgstr ""
+"ISO ପାଇଲ ନିଶ୍ଚିତ ଭାବରେ ଗୋଟିଏ ହାର୍ଡ ଡ୍ରାଇଭରେ ଅବସ୍ଥିତ ହୋଇଥିବା ଉଚିତ ଯାହାକି "
+"ହୁଏତଃ କମ୍ପୁଟର ପାଇଁ ଆଭ୍ୟନ୍ତରୀଣ, ଅଥବା USB ଦ୍ୱାର ଯନ୍ତ୍ର ସହିତ ସଂଯୁକ୍ତ। ଏହା ସହିତ"
+"ISO ଫାଇଲଗୁଡ଼ିକ ମଧ୍ଯରେ <filename>install.img</filename> ଫାଇଲକୁ "
+"<filename class=\"directory\">images</filename> ନାମକ ଡିରେକ୍ଟୋରୀରେ "
+"ନକଲ କରାହୋଇଛି। Fedora କୁ ବିନା ନେଟୱର୍କ ସଂଯୋଗ ଅଥବା CD/DVD ରେ ଥିବା କମ୍ପୁଟରରେ "
+"ସ୍ଥାପନ କରିବା ଏହି ବିକଳ୍ପକୁ ବ୍ୟବହାର କରନ୍ତୁ।"
 
 #. Tag: para
 #: Beginning_Installation_Hard_Disk_common-para-6.xml:5





More information about the Fedora-docs-commits mailing list