Branch 'f12-tx' - po/or.po

Transifex System User transif at fedoraproject.org
Tue Dec 22 13:53:42 UTC 2009


 po/or.po |  269 +++++++++++++++++++++++++++++++++++++++++++++++----------------
 1 file changed, 203 insertions(+), 66 deletions(-)

New commits:
commit 7adc82f8b6de9663b429f9a62df15b9fac87bee8
Author: mgiri <mgiri at fedoraproject.org>
Date:   Tue Dec 22 13:52:50 2009 +0000

    Sending translation for Oriya

diff --git a/po/or.po b/po/or.po
index 41f2364..e56e5d1 100644
--- a/po/or.po
+++ b/po/or.po
@@ -7,7 +7,7 @@ msgstr ""
 "Project-Id-Version: docs-install-guide.f12-tx.or\n"
 "Report-Msgid-Bugs-To: http://bugs.kde.org\n"
 "POT-Creation-Date: 2009-09-30 11:04+0000\n"
-"PO-Revision-Date: 2009-12-21 19:34+0530\n"
+"PO-Revision-Date: 2009-12-22 18:48+0530\n"
 "Last-Translator: Manoj Kumar Giri <mgiri at redhat.com>\n"
 "Language-Team: Oriya <oriya-it at googlegroups.com>\n"
 "MIME-Version: 1.0\n"
@@ -35,6 +35,7 @@ msgstr ""
 "\n"
 "\n"
 "\n"
+"\n"
 
 #. Tag: para
 #: Account_Configuration_common-para-6.xml:8
@@ -2641,6 +2642,13 @@ msgid ""
 "layout at installation time, you should perform a graphical installation "
 "over a VNC connection or a kickstart installation."
 msgstr ""
+"ଯଦି ଆପଣ ପାଠ୍ୟାବସ୍ଥାରେ Fedora କୁ ସ୍ଥାପନ କରନ୍ତି, ତେବେ ଆପଣ ଏହି ବିଭାଗରେ କେବଳ ପୂର୍ବନିର୍ଦ୍ଧାରିତ "
+"ବିଭାଜନ ଯୋଜନାକୁ ବ୍ୟବହାର କରିପାରିବେ। ତେଣୁ, ଯଦିଚ ଆପଣ ସମ୍ପୂର୍ଣ୍ଣ ଡ୍ରାଇଭକୁ ବ୍ୟବହାର କରିବା ପାଇଁ "
+"ଚୟନ କରନ୍ତି, ସ୍ଥିତବାନ Linux ବିଭାଜନକୁ କାଢ଼ିବା ପାଇଁ, ଅଥବା ଡ୍ରାଇଭରେ ଥିବା ଖାଲି ସ୍ଥାନକୁ ବ୍ୟବହାର କରିବା ପାଇଁ, "
+"ଆପଣ ସେହି ବିଭାଜନ ବିନ୍ୟାସକୁ ଇଚ୍ଛାରୂପଣ କରିପାରିବେ ନାହିଁ। ତାହା ହେଉଛି, ସ୍ଥାପକ ସ୍ୱୟଂଚାଳିତ ଭାବରେ ଯୋଗ "
+"କରିଥିବା ଅଥବା କାଢ଼ିଥିବା ବିଭାଜନ କିମ୍ବା ଫାଇଲଗୁଡ଼ିକୁ ଆପଣ ଯୋଗକରିପାରିବେ ନାହିଁ କିମ୍ବା କାଢ଼ିପାରିବେ ନାହିଁ। "
+"ଯଦି ଆପଣ ସ୍ଥାପନ ସମୟରେ ଗୋଟିଏ ଇଚ୍ଛାରୂପଣ ବିନ୍ୟାସ ଆବଶ୍ୟକ କରନ୍ତି, ତେବେ ଆପଣଙ୍କୁ VNC ସଂଯୋଗ ଅଥବା "
+"କିକଷ୍ଟାର୍ଟ ସ୍ଥାପନ ଉପରେ ଆଲେଖିକ ସ୍ଥାପନକୁ କାର୍ଯ୍ୟକାରୀ କରିବାକୁ ହେବ।"
 
 #. Tag: para
 #: Automatic_Partitioning_common-note-1.xml:12
@@ -3134,6 +3142,11 @@ msgid ""
 "option. If your network has no DHCP server, clear the check box labeled "
 "<guilabel>Use dynamic IP configuration (DHCP)</guilabel>."
 msgstr ""
+"ପୂର୍ବନିର୍ଦ୍ଧାରିତ ଭାବରେ, ସ୍ଥାପନ ପ୍ରଗ୍ରାମ ସ୍ୱୟଂଚାଳିତ ଭାବରେ ନେଟୱର୍କ ସଂରଚନା ପ୍ରଦାନ କରିବା ପାଇଁ DHCP କୁ "
+"ବ୍ୟବହାର କରିଥାଏ। ଯଦି ଆପଣ ଇଣ୍ଟର୍ନେଟରେ ଯୋଗାଯୋଗ କରିବା ପାଇଁ ଗୋଟିଏ କେବଲ କିମ୍ବା DSL ମଡେମ, "
+"ରାଉଟର, ଅଗ୍ନିକବଚ, କିମ୍ବା ଅନ୍ୟାନ୍ୟ ନେଟୱର୍କ ହାର୍ଡୱେର ବ୍ୟବହାର କରନ୍ତି, ତେବେ DHCP ହେଉଛି ଉପଯୁକ୍ତ ବିକଳ୍ପ। "
+"ଯଦି ଆପଣଙ୍କର ନେଟୱର୍କରେ କୌଣସି DHCP ସର୍ଭର ନାହିଁ, ତେବେ <guilabel>ପରିବର୍ତ୍ତନୀୟ IP ସଂରଚନା "
+"(DHCP)</guilabel> ନାମକ ଯାଞ୍ଚବାକ୍ସକୁ ସଫାକରନ୍ତୁ।"
 
 #. Tag: para
 #: Beginning_Installation_Network_x86_ppc-para-5.xml:5
@@ -3167,6 +3180,10 @@ msgid ""
 "of the community. To ensure that the connection is as fast and reliable as "
 "possible, use a server that is close to your own geographical location."
 msgstr ""
+"ଆପଣ ଗୋଟିଏ ୱେବ, FTP, କିମ୍ବା NFS ସର୍ଭରରୁ ଆପଣଙ୍କର ସ୍ଥାନୀୟ ନେଟୱର୍କରେ ସ୍ଥାପନ କରିପାରିବେ"
+"ଅଥବା, ଯଦି ଆପଣ ଇଣ୍ଟରନେଟରେ ସଂଯୁକ୍ତ ଅଛନ୍ତି। ଆପଣ ନିଜର ବ୍ୟକ୍ତିଗତ ପ୍ରତିବିମ୍ବରୁ Fedora ସ୍ଥାପନ କରିପାରିବେ, "
+"ଅଥବା ସମ୍ପ୍ରଦାୟ ଦ୍ୱାରା ପରିଚାଳିତ କୌଣସି ଏକ ପ୍ରତିବିମ୍ବକୁ ବ୍ୟବହାର କରନ୍ତୁ। ସଂଯୋଗଟି ତୀବ୍ର ଏବଂ ବିଶ୍ୱସ୍ତ ବୋଲି ନିଶ୍ଚିତ କରିବା "
+"ପାଇଁ, ଆପଣଙ୍କର ନିଜର ଭୌଗଳିକ ଅବସ୍ଥାନ ନିକଟରେ ଥିବା ସର୍ଭରକୁ ବ୍ୟବହାର କରନ୍ତୁ।"
 
 #. Tag: para
 #: Beginning_Installation_Network_x86_ppc-para-8.xml:5
@@ -3181,6 +3198,13 @@ msgid ""
 "mirror.example.com/pub/fedora/linux/releases/&PRODVER;/Fedora/i386/os</"
 "literal>."
 msgstr ""
+"Fedora ପ୍ରକଳ୍ପ ୱେବ ଏବଂ FTP ପ୍ରତିବିମ୍ବର ଗୋଟିଏ ତାଲିକାକୁ ପରିଚାଳନ କରିଥାଏ, <ulink url= "
+"\"http://fedoraproject.org/wiki/Mirrors\"></ulink> ଠାରେ ଅବସ୍ଥାନ ଦ୍ୱାରା ସଜ୍ଜିତ।"
+"ସ୍ଥାପନ ଫାଇଲଗୁଡ଼ିକରେ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ପଥ ନିର୍ଦ୍ଧାରଣ କରିବା ପାଇଁ, <filename>/&PRODVER; "
+"/Fedora/<replaceable>architecture</replaceable>/os/</filename> କୁ ୱେବ ପୃଷ୍ଠାରେ ଦର୍ଶାଯାଇଥିବା "
+"ପଥରେ ଯୋଗ କରନ୍ତୁ।<systemitem>i386</systemitem> ତନ୍ତ୍ର ପାଇଁ ଗୋଟିଏ ସଠିକ ପ୍ରତିବିମ୍ବ ଅବସ୍ଥାନ URL "
+"<literal>http://mirror.example.com/pub/fedora/linux/releases/&PRODVER;/Fedora/i386/os</"
+"literal> କୁ ମିଳାଇଥାଏ।"
 
 #. Tag: title
 #: Beginning_Installation_Network_x86_ppc-title.xml:7
@@ -3214,7 +3238,7 @@ msgstr "ସେବକ ସୂଚନା"
 
 #. Tag: para
 #: Beginning_Installation_NFS_common-para-1.xml:8
-#, fuzzy, no-c-format
+#, no-c-format
 msgid ""
 "The NFS dialog applies only if you booted with the <literal>askmethod</"
 "literal> boot option and selected <guimenuitem>NFS Image</guimenuitem> in "
@@ -3222,9 +3246,10 @@ msgid ""
 "<literal>repo=nfs</literal>boot option, you already specified a server and "
 "path."
 msgstr ""
-"ଯଦି ଆପଣ ଗୋଟିଏ NFS ସେବକରୁ ସ୍ଥାପନ କରୁଛନ୍ତି (ଯଦି ଆପଣ <guilabel>Installation Method</"
-"guilabel> ସଂଳାପରେ <guimenuitem>NFS Image</guimenuitem> କୁ ଚୟନ କରିଛନ୍ତି), "
-"ତାହାହେଲେ କେବଳ NFS ସଂଳାପ ପ୍ରଯୁକ୍ତ ଅଟେ।"
+"ଯଦି ଆପଣ <literal>askmethod</literal> ବୁଟ ବିକଳ୍ପ ଏବଂ <guilabel>ସ୍ଥାପନ ପଦ୍ଧତି</guilabel> ସଂଳାପରେ "
+"ବଚ୍ଛିତ <guimenuitem>NFS Image</guimenuitem> ସହିତ ବୁଟ କରିଥାନ୍ତି ତେବେ NFS "
+"ସଂଳାପ ପ୍ରୟୋଗ କରିଥାଏ। ଯଦି ଆପଣ <literal>repo=nfs</literal>ବୁଟ ବିକଳ୍ପକୁ ବ୍ୟବହାର କରନ୍ତି, "
+"ତେବେ ଆପଣଙ୍କୁ ପୂର୍ବରୁ ଗୋଟିଏ ସର୍ଭର ଏବଂ ପଥ ଉଲ୍ଲେଖ କରିବାକୁ ହେବ।"
 
 #. Tag: para
 #: Beginning_Installation_NFS_common-para-2.xml:8
@@ -3303,6 +3328,8 @@ msgid ""
 "To start the installation program from minimal boot media, a Live image, or "
 "the distribution DVD, follow this procedure:"
 msgstr ""
+"ନ୍ୟୁନତମ ବୁଟ ମେଡିଆ, ଗୋଟିଏ ଜୀବନ୍ତ ପ୍ରତିଛବି, କିମ୍ବା ବଣ୍ଟନ DVDରୁ ସ୍ଥାପନ କ୍ରିୟା ଆରମ୍ଭ କରିବା ପାଇଁ, "
+"ଏହି ପଦ୍ଧତିକୁ ଅନୁସରଣ କରନ୍ତୁ:"
 
 #. Tag: para
 #: beginninginstallation.xml:24
@@ -3318,12 +3345,15 @@ msgid ""
 "installation. Refer to <xref linkend=\"sn-partitioning-fw-usb\"/> for more "
 "information."
 msgstr ""
+"ଯେକୌଣସି ବାହ୍ୟ FireWire ଅଥବା USB ଡିସ୍କଗୁଡ଼ିକ ସହିତ ସଂଯୋଗ ବିଚ୍ଛିନ୍ନ କରନ୍ତୁ ଯାହାକୁକି ଆପଣ ସ୍ଥାପନ "
+"କ୍ରିୟାରେ ଆବଶ୍ୟକ କରନ୍ତି ନାହିଁ। ଅଧିକ ସୂଚନା ପାଇଁ <xref linkend=\"sn-partitioning-fw-usb\"/> କୁ "
+"ଅନୁସରଣ କରନ୍ତୁ।"
 
 #. Tag: para
 #: beginninginstallation.xml:33
 #, no-c-format
 msgid "Insert the media in your computer and turn it on."
-msgstr ""
+msgstr "ଏହି ମେଡିଆକୁ ଆପଣଙ୍କ କମ୍ପୁଟରରେ ଭର୍ତ୍ତି କରନ୍ତୁ ଏବଂ ଅନ କରନ୍ତୁ।"
 
 #. Tag: title
 #: beginninginstallation.xml:42
@@ -3344,6 +3374,12 @@ msgid ""
 "Please be aware that stopping the installation after partitioning has begun "
 "can leave your computer unusable."
 msgstr ""
+"ସ୍ଥାପନ କ୍ରିୟାକୁ ବାତିଲ କରିବା ପାଇଁ, <keycombo><keycap>Ctrl </keycap><keycap>Alt</keycap> "
+"<keycap>Del</keycap></keycombo> କୁ ଦବାନ୍ତୁ କିମ୍ବା ସ୍ୱୀଚ ସହାୟତାରେ ଆପଣଙ୍କ କମ୍ପୁଟରକୁ ବନ୍ଦ କରନ୍ତୁ। "
+"ଆପଣ ବିନା ପ୍ରତିକ୍ରିୟାରେ ଯେକୌଣସି ସମୟରେ ସ୍ଥାପନ କ୍ରିୟାକୁ <guilabel>Write partitioning to disk</guilabel> "
+"ଉପରେ ଥିବା <guibutton>Write changes to disk</guibutton> କୁ ବାଛିବା ପୂର୍ବରୁ ବାତିଲ କରିପାରିବେ। "
+"ସେପର୍ଯ୍ୟନ୍ତ Fedora ଆପଣଙ୍କ କମ୍ପୁଟରରେ କୌଣସି ସ୍ଥାୟୀ ପରିବର୍ତ୍ତନ କରିନଥାଏ। ଦୟାକରି ସଚେତ ରୁହନ୍ତୁ ଯେ "
+"ବିଭାଜନ ଆରମ୍ଭ ହେବା ପରେ ସ୍ଥାପନ କ୍ରିୟାକୁ ଅଟକାଇବା ଦ୍ୱାରା ଆପଣଙ୍କ କମ୍ପୁଟର ଅକାମୀ ହୋଇଥାଏ।"
 
 #. Tag: title
 #: beginninginstallation.xml:56
@@ -3363,6 +3399,12 @@ msgid ""
 "option is highlighted. If you want to customize the boot options for a "
 "particular option, hit the <keycap>Tab</keycap> key."
 msgstr ""
+"ବୁଟ ମେଡିଆ ଅନେକ ବିକଳ୍ପ ସହିତ ଗୋଟିଏ ଆଳେଖୀକ ବୁଟ ତାଲିକା ପ୍ରଦର୍ଶନ କରିଥାଏ। ଯଦି 60 ସେକଣ୍ଡ ମଧ୍ଯରେ କୌଣସି "
+"କି କୁ ଦବା ନଯାଏ, ତେବେ ପୂର୍ବନିର୍ଦ୍ଧାରିତ ବୁଟ ବିକଳ୍ପ ଚାଲିଥାଏ। ପୂର୍ବନିର୍ଦ୍ଧାରିତକୁ ବାଛିବା ପାଇଁ, ସମୟ ମାପକ ସମାପ୍ତ ହେବା ପର୍ଯ୍ୟନ୍ତ "
+"ଅପେକ୍ଷା କରନ୍ତୁ ଅଥବା କିବୋର୍ଡରେ <keycap>Enter</keycap> କୁ ଭରଣ କରନ୍ତୁ। ଭିନ୍ନ ଏକ ବିକଳ୍ପ ବାଛିବା ପାଇଁ, ଆପଣଙ୍କ "
+"କିବୋର୍ଡରେ ଥିବା ତୀର କି କୁ ବ୍ୟବହାର କରନ୍ତୁ, ଏବଂ <keycap>Enter</keycap> କୁ ଦବାନ୍ତୁ ଯେତେବେଳେ ସଠିକ ବିକଳ୍ପଟି "
+"ଆଲୋକିତ ହୋଇଥାଏ। ଯଦି ଆପଣ ବୁଟ ବିକଳ୍ପକୁ ନିର୍ଦ୍ଦିଷ୍ଟ ଏକ ବିକଳ୍ପ ପାଇଁ ଇଚ୍ଛାରୂପଣ କରିବାକୁ ଚାହୁଁଛନ୍ତି ତେବେ, <keycap>Tab "
+"</keycap> କି କୁ ଦବାନ୍ତୁ।"
 
 #. Tag: title
 #: beginninginstallation.xml:66
@@ -3377,6 +3419,8 @@ msgid ""
 "For a listing and explanation of common boot options, refer to <xref linkend="
 "\"ap-admin-options\"/>."
 msgstr ""
+"ସାଧାରଣ ବୁଟବିକଳ୍ପଗୁଡ଼ିକର ତାଲିକା ଏବଂ ବର୍ଣ୍ଣନା ପାଇଁ, <xref linkend="
+"\"ap-admin-options\"/> କୁ ଅନୁସରଣ କରନ୍ତୁ।"
 
 #. Tag: para
 #: beginninginstallation.xml:70
@@ -3386,6 +3430,9 @@ msgid ""
 "countdown to bring up the <guilabel>Boot Options</guilabel> menu. The boot "
 "options include:"
 msgstr ""
+"Fedora ଜୀବନ୍ତ ମେଡିଆ ବ୍ୟବହାର କରିବା ସମୟରେ, ପ୍ରାଥମିକ ବୁଟ ସମୟରେ <guilabel>Boot Options "
+"</guilabel> ତାଲିକା ପାଇବା ପାଇଁ ଯେକୌଣସି କି କୁ ଦବାନ୍ତୁ। ବୁଟ ବିକଳ୍ପଗୁଡ଼ିକ ମଧ୍ଯରେ "
+"ନିମ୍ନଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:"
 
 #. Tag: title
 #: beginninginstallation.xml:76
@@ -3402,6 +3449,10 @@ msgid ""
 "you use programs, they are loaded from the disc, which takes more time. This "
 "mode can be used on machines with less total memory."
 msgstr ""
+"ଏହି ବିକଳ୍ପଟି ପୂର୍ବନିର୍ଦ୍ଧାରିତ ଅଟେ। ଯଦି ଆପଣ ଏହି ବିକଳ୍ପକୁ ବାଛନ୍ତି, କେବଳ କର୍ଣ୍ଣଲ ଏବଂ ପ୍ରାରମ୍ଭିକ ପ୍ରଗ୍ରାମଗୁଡ଼ିକ "
+"ସ୍ମୃତିସ୍ଥାନରେ ଧାରଣ ହୋଇଥାଏ। ଏହି ବିକଳ୍ପଟି ଧାରଣ ହେବା ପାଇଁ ଅଳ୍ପ ସମୟ ନେଇଥାଏ। ଆପଣ ଯେପରି ପ୍ରଗ୍ରାମକୁ "
+"ବ୍ୟବହାର କରିବେ, ସେମାନେ ସେହି ସମୟରେ ଡିସ୍କରୁ ଧାରଣ ହୋଇଥାନ୍ତି, ଯାହାକି ଅଧିକ ସମୟ ନେଇଥାଏ। ଏହି ଧାରାକୁ "
+"ସ୍ୱଳ୍ପ ସ୍ମୃତିସ୍ଥାନ ବିଶିଷ୍ଟ ଯନ୍ତ୍ରରେ ବ୍ୟବହାର କରାଯାଇପାରେ।"
 
 #. Tag: title
 #: beginninginstallation.xml:86
@@ -3417,6 +3468,9 @@ msgid ""
 "Refer to <xref linkend=\"sn-verifying-media\"/> for more information on the "
 "verification process."
 msgstr ""
+"ଏହି ବିକଳ୍ପଟି ଜୀବନ୍ତ CD ଚଲାଇବା ପୂର୍ବରୁ ଆପଣଙ୍କୁ ଡିସ୍କ ଯାଞ୍ଚ ପାଇଁ ଅନୁମତି ଦେଇଥାଏ।"
+"ଯାଞ୍ଚ ପଦ୍ଧତି ବିଷୟରେ ଅଧିକ ସୂଚନା ପାଇଁ <xref linkend=\"sn-verifying-media\"/> "
+"କୁ ଅନୁସରଣ କରନ୍ତୁ।"
 
 #. Tag: title
 #: beginninginstallation.xml:95 beginninginstallation.xml:154
@@ -3431,6 +3485,8 @@ msgid ""
 "This option runs an exhaustive test on the memory on your system. For more "
 "information, refer to <xref linkend=\"sn-memtest\"/>."
 msgstr ""
+"ଏହି ବିକଳ୍ପଟି ଆପଣଙ୍କ କମ୍ପୁଟରର ସ୍ମୃତିସ୍ଥାନରେ ଗୋଟିଏ ବ୍ୟାପକ ପରୀକ୍ଷା ଚଲାଇଥାଏ। ଅଧିକ ସୂଚନା ପାଇଁ, "
+"<xref linkend=\"sn-memtest\"/> କୁ ଅନୁସରଣ କରନ୍ତୁ।"
 
 #. Tag: title
 #: beginninginstallation.xml:105 beginninginstallation.xml:146
@@ -3446,6 +3502,8 @@ msgid ""
 "this disc accidentally, use this option to boot from the hard disk "
 "immediately without starting the installer."
 msgstr ""
+"ଏହି ବିକଳ୍ପଟି ତନ୍ତ୍ରକୁ ପ୍ରଥମ ସ୍ଥାପିତ ଡିସ୍କରୁ ବୁଟ କରିଥାଏ। ଯଦି ଆପଣ ହଠାତ ଏହାକୁ ବୁଟ କରନ୍ତି, ତେବେ "
+"ସ୍ଥାପକକୁ ଆରମ୍ଭ ନକରି ସଙ୍ଗେ ସଙ୍ଗେ ହାର୍ଡ ଡିସ୍କରୁ ବୁଟ କରିବା ପାଇଁ ଏହି ବିକଳ୍ପକୁ ବ୍ୟବହାର କରନ୍ତୁ।"
 
 #. Tag: para
 #: beginninginstallation.xml:115
@@ -3454,12 +3512,14 @@ msgid ""
 "If you boot the DVD, rescue CD, or minimal boot media, the boot menu options "
 "include:"
 msgstr ""
+"ଯଦି ଆପଣ DVD, ପୁନରୁଦ୍ଧାର CD, ଅଥବା ନ୍ୟୁନତମ ବୁଟ ମେଡ଼ିଆକୁ ବୁଟ କରନ୍ତି, ତେବେ ବୁଟ ତାଲିକା ବିକଳ୍ପଗୁଡ଼ିକ "
+"ଅନ୍ତର୍ଭୁକ୍ତ କରିଥାଏ:"
 
 #. Tag: title
 #: beginninginstallation.xml:120
 #, no-c-format
 msgid "Install or upgrade an existing system"
-msgstr ""
+msgstr "ଗୋଟିଏ ସ୍ଥିତବାନ ତନ୍ତ୍ରକୁ ସ୍ଥାପନ କରନ୍ତୁ ଅଥବା ଉନ୍ନୟନ କରନ୍ତୁ"
 
 #. Tag: para
 #: beginninginstallation.xml:121
@@ -3468,12 +3528,14 @@ msgid ""
 "This option is the default. Choose this option to install Fedora onto your "
 "computer system using the graphical installation program."
 msgstr ""
+"ଏହି ବିକଳ୍ପଟି ପୂର୍ବନିର୍ଦ୍ଧାରିତ ଅଟେ। ଏହି ବିକଳ୍ପକୁ ଆପଣଙ୍କ କମ୍ପୁଟରରେ ଆଲେଖୀକ ସ୍ଥାପନ ପ୍ରଗ୍ରାମ ବ୍ୟବହାର "
+"କରି Fedora ସ୍ଥାପନ କରିବା ପାଇଁ ବାଛନ୍ତୁ।"
 
 #. Tag: title
 #: beginninginstallation.xml:128
 #, no-c-format
 msgid "Install system with basic video driver"
-msgstr ""
+msgstr "ମୌଳିକ ଭିଡ଼ିଓ ଡ୍ରାଇଭର ବ୍ୟବହାର କରି ତନ୍ତ୍ରକୁ ସ୍ଥାପନ କରନ୍ତୁ"
 
 #. Tag: para
 #: beginninginstallation.xml:129
@@ -3485,12 +3547,17 @@ msgid ""
 "<guilabel>Install or upgrade an existing system</guilabel> option, restart "
 "your computer and try this option instead."
 msgstr ""
+"ଏହି ବିକଳ୍ପ ଆପଣଙ୍କୁ ଆଲେଖୀକ ଧାରାରେ Fedora ସ୍ଥାପନ କରିବା ପାଇଁ ଅନୁମତି ଦେଇଥାଏ ଯଦିଚ "
+"ସେହି ସ୍ଥାପନ ପ୍ରଗ୍ରାମଟି ଆପଣଙ୍କ ଭିଡ଼ିଓ କାର୍ଡରେ ସଠିକ ଡ୍ରାଇଭର ଧାରଣ କରିବାରେ ଅସମର୍ଥ। <guilabel> "
+"ଗୋଟିଏ ସ୍ଥିତବାନ ତନ୍ତ୍ରକୁ ସ୍ଥାପନ ଅଥବା ଉନ୍ନୟନ କରନ୍ତୁ</guilabel> ବିକଳ୍ପକୁ ବ୍ୟବହାର କରିବା ସମୟରେ "
+"ଯଦି ଆପଣଙ୍କର ପରଦା ବିକୃତ ହେବାପରି ଦୃଶ୍ୟମାନ ହୋଇଥାଏ ଅଥବା ଏହା ଖାଲି ହୋଇଯାଏ, ତେବେ ଆପଣଙ୍କ "
+"କମ୍ପୁଟରକୁ ପୁନଃଚାଳନ କରନ୍ତୁ ଏବଂ ତାହା ପରିବର୍ତ୍ତେ ଏହି ବିକଳ୍ପକୁ ଚେଷ୍ଟାକରନ୍ତୁ।"
 
 #. Tag: title
 #: beginninginstallation.xml:134
 #, no-c-format
 msgid "Rescue installed system"
-msgstr ""
+msgstr "ସ୍ଥାପିତ ତନ୍ତ୍ରକୁ ପୁନରୁଦ୍ଧାର କରନ୍ତୁ"
 
 #. Tag: para
 #: beginninginstallation.xml:135
@@ -3502,18 +3569,23 @@ msgid ""
 "occur that prevent booting. The rescue environment contains utility programs "
 "that allow you fix a wide variety of these problems."
 msgstr ""
+"ଆପଣଙ୍କ ସ୍ଥାପିତ Fedora ତନ୍ତ୍ର ସହିତ ଗୋଟିଏ ସମସ୍ୟାର ସମାଧାନ ପାଇଁ ଏହି ବିକଲ୍ପକୁ ବାଛନ୍ତୁ ଯାହାକି "
+"ଆପଣଙ୍କୁ ସାଧାରଣ ଉପାୟରେ ବୁଟ କରିବାରେ ବାଧା ସୃଷ୍ଟି କରିଥାଏ। ତଥାପି Fedora ଟି ହେଉଛି ଗୋଟିଏ "
+"ସ୍ଥାୟୀ କମ୍ପୁଟର ପ୍ଲାଟଫର୍ମ, ତଥାପି ଏଥିରେ ବୁଟ ସମୟରେ ସାମୟିକ ସମସ୍ୟା ଦେଖାଦେବା ସମ୍ଭବପର। "
+"ପୁନରୁଦ୍ଧାର ପରିବେଶରେ ଉପଯୋଗିତା ପ୍ରଗ୍ରାମଗୁଡ଼ିକ ଧାରଣ ହୋଇଥାଏ ଯାହାକି ଆପଣଙ୍କୁ ଅନେକ ସମସ୍ୟାର "
+"ସମାଧାନ ପାଇଁ ଅନୁମତି ଦେଇଥାଏ।"
 
 #. Tag: para
 #: beginninginstallation.xml:147 beginninginstallation.xml:155
 #, no-c-format
 msgid "(as for Live CD)"
-msgstr ""
+msgstr "(ଜୀବନ୍ତ CD ପାଇଁ)"
 
 #. Tag: title
 #: beginninginstallation.xml:163
 #, no-c-format
 msgid "Installing from a Different Source"
-msgstr ""
+msgstr "ବିଭିନ୍ନ ଉତ୍ସରୁ ସ୍ଥାପନ କରୁଅଛି"
 
 #. Tag: para
 #: beginninginstallation.xml:164
@@ -3526,6 +3598,11 @@ msgid ""
 "<option>linux askmethod</option> to the end of the line that appears below "
 "the menu."
 msgstr ""
+"ବଣ୍ଟନ DVD ବ୍ୟତୀତ ସମସ୍ତ ବୁଟ ମେଡିଆ ଗୋଟିଏ ତାଲିକା ଉପସ୍ଥାପନା କରିଥାନ୍ତି ଯାହାକି ଆପଣଙ୍କୁ "
+"ସ୍ଥାପନ ଉତ୍ସ ବାଛିବା ପାଇଁ ଅନୁମତି ଦେଇଥାଏ, ଯେପରିକି ନେଟୱର୍କ କିମ୍ବା ହାର୍ଡ ଡିସ୍କ। ଯଦି ଆପଣ ବଣ୍ଟନ "
+"DVD କୁ ବୁଟ କରୁଛନ୍ତି ଏବଂ DVD ରୁ ସ୍ଥାପନ କରିବା ପାଇଁ ଚାହୁଁନାହାନ୍ତି, ତେବେ ବୁଟ ତାଲିକାରେ "
+"<keycap>Tab</keycap> କୁ ଦବାନ୍ତୁ। ଗୋଟିଏ ଖାଲିସ୍ଥାନ ଏବଂ ବିକଳ୍ପ <option>linux "
+"askmethod</option> କୁ ଧାଡ଼ି ଶେଷରେ ଯୋଗ କରନ୍ତୁ ଯାହାକି ତାଲିକା ତଳେ ଦୃଶ୍ୟମାନ ହୋଇଥାଏ।"
 
 #. Tag: para
 #: beginninginstallation.xml:170
@@ -3536,6 +3613,10 @@ msgid ""
 "one of these methods because it is often faster to read data from a hard "
 "disk or network server than from a CD or DVD."
 msgstr ""
+"ଆପଣ ହାର୍ଡ ଡିସ୍କରେ ସଂରକ୍ଷିତ ISO ପ୍ରତିବିମ୍ବରୁ Fedora କୁ ସ୍ଥାପନ କରିପାରିବେ, କିମ୍ବା NFS, FTP, ଅଥବା "
+"HTTP ପଦ୍ଧତି ବ୍ୟବହାର କରି ଗୋଟିଏ ନେଟୱର୍କରୁ ସ୍ଥାପନ କରିପାରିବେ। ଅଭିଜ୍ଞ ଚାଳକମାନେ ଅନେକ ସମୟରେ "
+"ଏହି ପଦ୍ଧତି ମଧ୍ଯରୁ ଗୋଟିକୁ ବ୍ୟବହାର କରନ୍ତି କାରଣ ଏହା ହାର୍ଡ ଡିସ୍କ କିମ୍ବା ନେଟୱର୍କ ସର୍ଭରରୁ ତଥ୍ୟ ପଢ଼ିବାରେ "
+"CD କିମ୍ବା DVD ଅପେକ୍ଷା ତୀବ୍ର ଅଟେ।"
 
 #. Tag: para
 #: beginninginstallation.xml:175
@@ -3544,66 +3625,68 @@ msgid ""
 "The following table summarizes the different boot methods and recommended "
 "installation methods to use with each:"
 msgstr ""
+"ନିମ୍ନଲିଖିତ ସାରଣୀରେ ବିଭିନ୍ନ ବୁଟ ପଦ୍ଧତିଗୁଡ଼ିକ ଏବଂ ବ୍ୟବହାର କରିବା ପାଇଁ ପରାମର୍ଶିତ ସ୍ଥାପନ "
+"ପଦ୍ଧତିଗୁଡ଼ିକ ସଜାହୋଇଥାଏ:"
 
 #. Tag: title
 #: beginninginstallation.xml:177
 #, no-c-format
 msgid "Boot methods and installation methods"
-msgstr ""
+msgstr "ବୁଟ ପଦ୍ଧତିଗୁଡ଼ିକ ଏବଂ ସ୍ଥାପନ ପଦ୍ଧତିଗୁଡ଼ିକ"
 
 #. Tag: entry
 #: beginninginstallation.xml:181
 #, no-c-format
 msgid "Boot method"
-msgstr ""
+msgstr "ବୁଟ ପଦ୍ଧତି"
 
 #. Tag: entry
 #: beginninginstallation.xml:187
 #, no-c-format
 msgid "<entry>DVD</entry>"
-msgstr ""
+msgstr "<entry>DVD</entry>"
 
 #. Tag: entry
 #: beginninginstallation.xml:188
 #, no-c-format
 msgid "DVD, network, or hard disk"
-msgstr ""
+msgstr "DVD, ନେଟୱର୍କ, କିମ୍ବା ହାର୍ଡ ଡିସ୍କ"
 
 #. Tag: entry
 #: beginninginstallation.xml:191
 #, no-c-format
 msgid "Minimal boot CD or USB, rescue CD"
-msgstr ""
+msgstr "ନ୍ୟୁନତମ ବୁଟ CD କିମ୍ବା USB, ପୁନରୁଦ୍ଧାର CD"
 
 #. Tag: entry
 #: beginninginstallation.xml:192
 #, no-c-format
 msgid "Network or hard disk"
-msgstr ""
+msgstr "ନେଟୱର୍କ କିମ୍ବା ହାର୍ଡ ଡିସ୍କ"
 
 #. Tag: entry
 #: beginninginstallation.xml:195
 #, no-c-format
 msgid "Live CD or USB"
-msgstr ""
+msgstr "ଜୀବନ୍ତ CD କିମ୍ବା USB"
 
 #. Tag: entry
 #: beginninginstallation.xml:196
 #, no-c-format
 msgid "<application>Install to Hard Disk</application> application"
-msgstr ""
+msgstr "<application>ହାର୍ଡ ଡିସ୍କରେ ସ୍ଥାପନ କରନ୍ତୁ</application> ପ୍ରୟୋଗ"
 
 #. Tag: para
 #: beginninginstallation.xml:202
 #, no-c-format
 msgid "contains detailed information about installing from alternate locations."
-msgstr ""
+msgstr "ବୈକଳ୍ପିକ ଅବସ୍ଥାନଗୁଡ଼ିକରୁ ବିସ୍ତୃତ ସୂଚନା ଧାରଣ କରିଥାଏ।"
 
 #. Tag: title
 #: beginninginstallation.xml:208
 #, no-c-format
 msgid "Verifying Media"
-msgstr ""
+msgstr "ମେଡ଼ିଆ ଯାଞ୍ଚ କରୁଅଛି"
 
 #. Tag: para
 #: beginninginstallation.xml:209
@@ -3616,12 +3699,17 @@ msgid ""
 "minimize the chances of data errors affecting the installation, verify the "
 "media before installing."
 msgstr ""
+"ବଣ୍ଟନ DVD ମେଡିଆ ଏବଂ ଜୀବନ୍ତ CD ମେଡ଼ିଆ ମେଡିଆର ଅଖଣ୍ଡତା ଯାଞ୍ଚ କରିବା ପାଇଁ ଗୋଟିଏ ବିକଳ୍ପ "
+"ପ୍ରଦାନ କରିଥାଏ। କମ୍ପୁଟର ଉପକରଣରେ CD କିମ୍ବା DVD ମେଡିଆ ଉତ୍ପାଦନ କରିବା ସମୟରେ ବେଳେବେଳେ "
+"ଲିଖନୀ ତ୍ରୁଟି ଘଟିଥାଏ। ସ୍ଥାପନ ପ୍ରଗ୍ରାମରେ ବଚ୍ଛିତ ପ୍ୟାକେଜ ପାଇଁ ତଥ୍ୟରେ ଗୋଟିଏ ତ୍ରୁଟି ସ୍ଥାପନ କ୍ରିୟାକୁ ବାତିଲ କରିଥାଏ। "
+"ସ୍ଥାପନ କ୍ରିୟାରେ ପ୍ରଭାବ ପକାଉଥିବା ତଥ୍ୟ ତ୍ରୁଟିଗୁଡ଼ିକର ସୁଯୋଗକୁ କମ କରିବା ପାଇଁ, ସ୍ଥାପନ କରିବା ପୂର୍ବରୁ ମେଡିଆକୁ "
+"ଯାଞ୍ଚ କରନ୍ତୁ।"
 
 #. Tag: title
 #: beginninginstallation.xml:224
 #, no-c-format
 msgid "Verifying the Live CD"
-msgstr ""
+msgstr "ଜୀବନ୍ତ CD କୁ ଯାଞ୍ଚ କରନ୍ତୁ"
 
 #. Tag: para
 #: beginninginstallation.xml:225
@@ -3633,12 +3721,16 @@ msgid ""
 "verification fails, create a new Live CD using the ISO image you downloaded "
 "earlier."
 msgstr ""
+"ଯଦି ଆପଣ ଜୀବନ୍ତ CD ରୁ ବୁଟ କରୁଛନ୍ତି, ତେବେ ବୁଟ ତାଲିକାରୁ <guilabel>ଯାଞ୍ଚ କରନ୍ତୁ ଏବଂ ବୁଟ କରନ୍ତୁ</guilabel> କୁ "
+"ବାଛନ୍ତୁ। ଯାଞ୍ଚ ପ୍ରକ୍ରିୟା ବୁଟ ପ୍ରକ୍ରିୟାରେ ସ୍ୱୟଂଚାଳିତ ଭାବରେ ଚାଲିଥାଏ, ଏବଂ ଯଦି ଏହା ସଫଳ ହୁଏ, ତେବେ ଜୀବନ୍ତ CD ଧାରଣ କରିବାରେ "
+"ଅଗ୍ରସର ହୋଇଥାଏ। ଯଦି ଯାଞ୍ଚ ପ୍ରକ୍ରିୟା ବିଫଳ ହୁଏ, ତେବେ ISO ପ୍ରତିବିମ୍ବ ବ୍ୟବହାର କରି ଗୋଟିଏ ନୂତନ ଜୀବନ୍ତ CD ସୃଷ୍ଟିକରନ୍ତୁ "
+"ଯାହାକୁକି ଆପଣ ପୂର୍ବରୁ ଆହରଣ କରିଛନ୍ତି।"
 
 #. Tag: title
 #: beginninginstallation.xml:233
 #, no-c-format
 msgid "Verifying the DVD"
-msgstr ""
+msgstr "DVD କୁ ଯାଞ୍ଚ କରୁଅଛି"
 
 #. Tag: para
 #: beginninginstallation.xml:234
@@ -3649,12 +3741,16 @@ msgid ""
 "the installation process proceeds normally. If the process fails, create a "
 "new DVD using the ISO image you downloaded earlier."
 msgstr ""
+"ଯଦି ଆପଣ Fedora ବଣ୍ଟନ DVD ରୁ ବୁଟ କରନ୍ତି, ତେବେ ମେଡିଆକୁ ଯାଞ୍ଚ କରିବା ବିକଳ୍ପ Fedora "
+"ସ୍ଥାପନ କରିବାକୁ ବାଛିପାରିବେ। ଯଦି ଯାଞ୍ଚ ସଫଳ ହୁଏ, ତେବେ ସ୍ଥାପନ ପ୍ରକ୍ରିୟା ସାଧାରଣ ଭାବରେ ଅଗ୍ରସର "
+"ହୋଇଥାଏ। ଯଦି ସେହି ପ୍ରକ୍ରିୟା ବିଫଳ ହୁଏ, ତେବେ ପୂର୍ବରୁ ଆହରଣ କରାହୋଇଥିବା ISO ପ୍ରତିବିମ୍ବ ବ୍ୟବହାର "
+"କରି ଗୋଟିଏ ନୂତନ DVD ସୃଷ୍ଟିକରନ୍ତୁ।"
 
 #. Tag: title
 #: beginninginstallation.xml:243
 #, no-c-format
 msgid "Booting from the Network using PXE"
-msgstr ""
+msgstr "PXE ବ୍ୟବହାର କରି ନେଟୱର୍କରୁ ବୁଟ କରୁଅଛି"
 
 #. Tag: para
 #: beginninginstallation.xml:245
@@ -3665,6 +3761,11 @@ msgid ""
 "network interface in your computer that supports PXE. For information on how "
 "to configure a PXE server, refer to <xref linkend=\"ap-install-server\"/>."
 msgstr ""
+"<indexterm> <primary>PXE (Pre-boot eXecution Environment)</"
+"primary> </indexterm> PXE ସହିତ ବୁଟ କରିବା ପାଇଁ, ଆପଣଙ୍କୁ ଗୋଟିଏ ସଠିକ ଭାବରେ ବିନ୍ୟାସିତ "
+"ସର୍ଭର ଆବଶ୍ୟକ, ଏବଂ ଆପଣଙ୍କ କମ୍ପୁଟରରେ ଗୋଟିଏ ନେଟୱର୍କ ଅନ୍ତରାପୃଷ୍ଠ ଆବଶ୍ୟକ ଯାହାକି PXE କୁ ସମର୍ଥନ କରିଥାଏ। "
+"PXE ସର୍ଭରକୁ କିପରି ବିନ୍ୟାସ କରାଯିବ ତାହା ବିଷୟରେ ଅଧିକ ସୂଚନା ପାଇବା ପାଇଁ, <xref linkend=\"ap-install-server\"/> କୁ "
+"ଅନୁସରଣ କରନ୍ତୁ।"
 
 #. Tag: para
 #: beginninginstallation.xml:254
@@ -3675,12 +3776,16 @@ msgid ""
 "Services</option>. Once you properly configure PXE booting, the computer can "
 "boot the Fedora installation system without any other media."
 msgstr ""
+"ନେଟୱର୍କ ଅନ୍ତରାପୃଷ୍ଠରୁ ବୁଟ କରିବା ପାଇଁ କମ୍ପୁଟରକୁ ବିନ୍ୟାସ କରନ୍ତୁ। ଏହି ବିକଳ୍ପଟି BIOS ରେ ଅଛି, ଏବଂ ହୁଏତଃ "
+"<option>Network Boot</option> କିମ୍ବା <option>Boot Services</option> ଭାବରେ ନାମକରଣ "
+"ହୋଇଥାଇପାରେ। ଆପଣ ଥରେ ସଠିକ ଭାବରେ PXE ବୁଟିଙ୍ଗକୁ ବିନ୍ୟାସ କରି ସାରିବା ପରେ, କମ୍ପୁଟର Fedora ସ୍ଥାପନ "
+"ତନ୍ତ୍ରକୁ ଅନ୍ୟ କୌଣସି ସ୍ଥାପନ ମେଡିଆ ବିନା ବୁଟ କରିପାରିବ।"
 
 #. Tag: para
 #: beginninginstallation.xml:262
 #, no-c-format
 msgid "To boot a computer from a PXE server:"
-msgstr ""
+msgstr "PXE ସର୍ଭରରୁ ଗୋଟିଏ କମ୍ପୁଟରକୁ ବୁଟ କରିବା ପାଇଁ:"
 
 #. Tag: para
 #: beginninginstallation.xml:268
@@ -3689,12 +3794,14 @@ msgid ""
 "Ensure that the network cable is attached. The link indicator light on the "
 "network socket should be lit, even if the computer is not switched on."
 msgstr ""
+"ନିଶ୍ଚିତ କରନ୍ତୁ ଯେ ନେଟୱର୍କ ତାରଟି ସଂଲଗ୍ନ ହୋଇଛି। ନେଟୱର୍କ ସକେଟରେ ଥିବା ସଂଯୋଗ ସୂଚକ ଆଲୋକଟି lit ହୋଇଥିବା ଉଚିତ, "
+"ଯଦିଚ କମ୍ପୁଟରଟି ସ୍ୱୀଚ ଅନ ହୋଇନଥାଏ।"
 
 #. Tag: para
 #: beginninginstallation.xml:275
 #, no-c-format
 msgid "Switch on the computer."
-msgstr ""
+msgstr "କମ୍ପୁଟରକୁ ସ୍ୱୀଚଅନ କରନ୍ତୁ।"
 
 #. Tag: para
 #: beginninginstallation.xml:280
@@ -3702,13 +3809,13 @@ msgstr ""
 msgid ""
 "A menu screen appears. Press the number key that corresponds to the desired "
 "option."
-msgstr ""
+msgstr "ଗୋଟିଏ ତାଲିକା ପରଦା ଦୃଶ୍ୟମାନ ହୋଇଥାଏ। ଆବଶ୍ୟକୀୟ ବିକଳ୍ପ ପାଇଁ ଉପଯୁକ୍ତ ସଂଖ୍ୟା କି କୁ ଦବାନ୍ତୁ।"
 
 #. Tag: title
 #: beginninginstallation.xml:288
 #, no-c-format
 msgid "PXE Troubleshooting"
-msgstr ""
+msgstr "PXE ତ୍ରୁଟି ନିବାରଣ"
 
 #. Tag: para
 #: beginninginstallation.xml:289
@@ -3737,18 +3844,22 @@ msgid ""
 "behavior, use the following in <filename>pxelinux.cfg/*</filename> config "
 "files:"
 msgstr ""
+"ଏକାଧିକ ନେଟୱର୍କ ଅନ୍ତରାପୃଷ୍ଠ ବିଶିଷ୍ଟ କିଛି ସର୍ଭର eth0 କୁ ପ୍ରଥମ ନେଟୱର୍କ ଅନ୍ତରାପୃଷ୍ଠରେ ନ୍ୟସ୍ତ କରିନପାରନ୍ତି ଯେପରି "
+"BIOS ଏହାକୁ ଜାଣିଥାଏ, ଯାହାକି ସ୍ଥାପକକୁ PXE ଦ୍ୱାରା ବ୍ୟବହୃତ ଭିନ୍ନ ଏକ ନେଟୱର୍କ ଅନ୍ତରାପୃଷ୍ଠ ବ୍ୟବହାର କରିବା "
+"ପାଇଁ ଚେଷ୍ଟାକରିଥାଏ। ଏହା ଆଚରଣକୁ ପରିବର୍ତ୍ତନ କରିବା ପାଇଁ, ନିମ୍ନଲିଖିତଗୁଡ଼ିକୁ <filename>pxelinux.cfg/* "
+"</filename> ବିନ୍ୟାସ ଫାଇଲରେ ବ୍ୟବହାର କରନ୍ତୁ:"
 
 #. Tag: option
 #: beginninginstallation.xml:306
 #, no-c-format
 msgid "IPAPPEND 2"
-msgstr ""
+msgstr "IPAPPEND 2"
 
 #. Tag: option
 #: beginninginstallation.xml:308
 #, no-c-format
 msgid "APPEND ksdevice=bootif"
-msgstr ""
+msgstr "APPEND ksdevice=bootif"
 
 #. Tag: para
 #: beginninginstallation.xml:310
@@ -3778,7 +3889,7 @@ msgstr "ଏହି ବିକଳ୍ପଟି ସ୍ଥାପକକୁ ପ୍ରଥ
 #: beginninginstallation.xml:321
 #, no-c-format
 msgid "Graphical and Text Interfaces"
-msgstr ""
+msgstr "ଆଲେଖୀକ ଏବଂ ପାଠ୍ୟ ଅନ୍ତରାପୃଷ୍ଠ"
 
 #. Tag: para
 #: beginninginstallation.xml:322
@@ -3794,6 +3905,15 @@ msgid ""
 "in text mode. If you prefer to use the text-based installer, type "
 "<option>linux text</option> at the <prompt>boot:</prompt> prompt."
 msgstr ""
+"Fedora &PRODVER; ଆଲେଖୀକ ଏବଂ ପାଠ୍ୟ-ଆଧାରିତ ସ୍ଥାପନକୁ ସମର୍ଥନ କରିଥାଏ। ତଥାପି, "
+"ସ୍ଥାପକ ପ୍ରତିବିମ୍ବ ନିଶ୍ଚିତ ଭାବରେ RAM ରେ ଖାପ ଖାଉଥିବା ଆବଶ୍ୟକ କିମ୍ବା ସ୍ଥାନୀୟ ସଂଗ୍ରହାଳୟରେ "
+"ଦୃଶ୍ୟମାନ ହେଉଥିବା ଆବଶ୍ୟକ, ଯେପରିକି ସ୍ଥାପନ DVD ଅଥବା ଜୀବନ୍ତ ମେଡ଼ିଆ। ତେଣୁ, କେବଳ "
+"192 MB ର RAM ବିଶିଷ୍ଟ ତନ୍ତ୍ରଗୁଡ଼ିକ ଅଥବା ସ୍ଥାପନ DVD କିମ୍ବା ଜୀବନ୍ତ ମେଡିଆରୁ ବୁଟ ହୋଇଥିବା "
+"ତନ୍ତ୍ରଗୁଡ଼ିକ ଆଲେଖୀକ ସ୍ଥାପନକୁ ବ୍ୟବହାର କରିପାରିବେ। 192 MB RAM ଅଥବା ତାହାଠାରୁ କମ ତନ୍ତ୍ରରେ "
+"ସ୍ୱୟଂଚାଳିତ ଭାବରେ ପାଠ୍ୟ-ଆଧାରିତ ସ୍ଥାପକରେ ମପାହୋଇଥାଏ। ମନେରଖନ୍ତୁ ଯେ ଆପଣ ନିଶ୍ଚିତ ଭାବରେ ସର୍ବନିମ୍ନ "
+"64 MB ର RAM କୁ ପାଠ୍ୟ-ଧାରାରେ ସ୍ଥାପନ କ୍ରିୟା ଅଗ୍ରସର କରିବା ପାଇଁ ବ୍ୟବହାର କରିପାରିବେ। "
+"ଯଦି ଆପଣ ପାଠ୍ୟ-ଆଧାରିତ ସ୍ଥାପକକୁ ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି, ତେବେ"
+"<prompt>boot:</prompt> ପ୍ରମ୍ପଟରେ <option>linux text</option> ଲେଖନ୍ତୁ।"
 
 #. Tag: para
 #: beginninginstallation.xml:330
@@ -3801,7 +3921,7 @@ msgstr ""
 msgid ""
 "If one of the following situations occurs, the installation program uses a "
 "text mode:"
-msgstr ""
+msgstr "ଯଦି ନିମ୍ନଲିଖିତ ମଧ୍ଯରୁ କୌଣସି ଘଟଣା ଘଟେ, ତେବେ ସ୍ଥାପନ ପ୍ରଗ୍ରାମ ପାଠ୍ୟ ଧାରା ବ୍ୟବହାର କରିଥାଏ:"
 
 #. Tag: para
 #: beginninginstallation.xml:334
@@ -3809,19 +3929,19 @@ msgstr ""
 msgid ""
 "The installation system fails to identify the display hardware on your "
 "computer"
-msgstr ""
+msgstr "ସ୍ଥାପନ ତନ୍ତ୍ର ଆପଣଙ୍କ କମ୍ପୁଟରରେ ପ୍ରଦର୍ଶନ ହାର୍ଡୱେରକୁ ଚିହ୍ନିବାରେ ବିଫଳ ହୋଇଛି"
 
 #. Tag: para
 #: beginninginstallation.xml:338
 #, no-c-format
 msgid "Your computer has less than 192 MB of RAM"
-msgstr ""
+msgstr "ଆପଣଙ୍କ କମ୍ପୁଟରରେ 192 MB ରୁ କମ RAM ଅଛି"
 
 #. Tag: para
 #: beginninginstallation.xml:341
 #, no-c-format
 msgid "You choose the text mode installation from the boot menu"
-msgstr ""
+msgstr "ଆପଣ ବୁଟ ତାଲିକାରୁ ପାଠ୍ୟ ଧାରା ସ୍ଥାପନାକୁ ବାଛିଛନ୍ତି"
 
 #. Tag: para
 #: beginninginstallation.xml:345
@@ -3838,7 +3958,7 @@ msgstr ""
 #: beginninginstallation.xml:349
 #, no-c-format
 msgid "Graphical Interface Usage"
-msgstr ""
+msgstr "ଆଲେଖୀକ ଅନ୍ତରାପୃଷ୍ଠ ଉପଯୋଗିତା"
 
 #. Tag: para
 #: beginninginstallation.xml:350
@@ -3855,13 +3975,13 @@ msgstr ""
 #: beginninginstallation.xml:358
 #, no-c-format
 msgid "Installation requires at least 64 MB of RAM"
-msgstr ""
+msgstr "ସ୍ଥାପନ ଅତିକମରେ 64 MB ର RAM ଆବଶ୍ୟକ କରିଥାଏ"
 
 #. Tag: para
 #: beginninginstallation.xml:359
 #, no-c-format
 msgid "If your system has less than 64 MB of RAM, installation will not continue."
-msgstr ""
+msgstr "ଯଦି ଆପଣଙ୍କ ତନ୍ତ୍ରରେ 64 MB ରୁ କମ RAM ଥାଏ, ତେବେ ସ୍ଥାପନ ପ୍ରକ୍ରିୟା ଅଗ୍ରସର ହେବ ନାହିଁ।"
 
 #. Tag: title
 #: Beginning_Installation_URL-common-figure-1.xml:5
@@ -3985,7 +4105,7 @@ msgstr "<secondary>IDE</secondary>"
 #: Beginning_Installation_x86_ppc-indexterm-4.xml:10
 #, no-c-format
 msgid "ATAPI"
-msgstr ""
+msgstr "ATAPI"
 
 #. Tag: secondary
 #: Beginning_Installation_x86_ppc-indexterm-6.xml:10
@@ -4424,7 +4544,7 @@ msgstr ""
 msgid ""
 "The <application>GRUB</application> bootloader does not support the Btrfs "
 "file system."
-msgstr ""
+msgstr "<application>GRUB</application> ବୁଟଲୋଡର Btrfs ଫାଇଲତନ୍ତ୍ରକୁ ସମର୍ଥନ କରେନାହିଁ।"
 
 #. Tag: para
 #: Boot_Init_Shutdown.xml:192
@@ -5073,7 +5193,7 @@ msgstr ""
 #: Boot_Init_Shutdown.xml:379
 #, no-c-format
 msgid "Job definitions"
-msgstr ""
+msgstr "କାର୍ଯ୍ୟ ବ୍ଯାଖ୍ଯାଗୁଡ଼ିକ"
 
 #. Tag: para
 #: Boot_Init_Shutdown.xml:380
@@ -5847,7 +5967,7 @@ msgstr ""
 #: Contributors_and_production_methods.xml:8
 #, no-c-format
 msgid "Contributors and production methods"
-msgstr ""
+msgstr "ସରହଯୋଗୀ ଏବଂ ଉତ୍ପାଦନ ପଦ୍ଧତି"
 
 #. Tag: title
 #: Contributors_and_production_methods.xml:10
@@ -5862,6 +5982,8 @@ msgid ""
 "<ulink url=\"http://fedoraproject.org/wiki/User:Fab\">Fabian Affolter</"
 "ulink> (translator - German)"
 msgstr ""
+"<ulink url=\"http://fedoraproject.org/wiki/User:Fab\">Fabian Affolter</"
+"ulink> (ଅନୁବାଦକ - ଜର୍ମାନ)"
 
 #. Tag: para
 #: Contributors_and_production_methods.xml:18
@@ -5870,18 +5992,20 @@ msgid ""
 "<ulink url=\"http://fedoraproject.org/wiki/AmanAlam\">Amanpreet Singh Alam</"
 "ulink> (translator - Punjabi)"
 msgstr ""
+"<ulink url=\"http://fedoraproject.org/wiki/AmanAlam\">Amanpreet Singh Alam</"
+"ulink> (ଅନୁବାଦକ - ପଞ୍ଜାବୀ)"
 
 #. Tag: para
 #: Contributors_and_production_methods.xml:23
 #, no-c-format
 msgid "Jean-Paul Aubry (translator - French)"
-msgstr ""
+msgstr "Jean-Paul Aubry (ଅନୁବାଦକ - ଫ୍ରେଞ୍ଚ)"
 
 #. Tag: para
 #: Contributors_and_production_methods.xml:28
 #, no-c-format
 msgid "David Barzilay (translator - Brazilian Portuguese)"
-msgstr ""
+msgstr "David Barzilay (ଅନୁବାଦକ - ବ୍ରାଜିଲିଆନ ପର୍ତ୍ତୁଗୀଜ)"
 
 #. Tag: para
 #: Contributors_and_production_methods.xml:33
@@ -5890,30 +6014,32 @@ msgid ""
 "<ulink url=\"http://fedoraproject.org/wiki/User:Beckerde\">Domingo Becker</"
 "ulink> (translator - Spanish)"
 msgstr ""
+"<ulink url=\"http://fedoraproject.org/wiki/User:Beckerde\">Domingo Becker</"
+"ulink> (ଅନୁବାଦକ - ସ୍ପେନିସ)"
 
 #. Tag: para
 #: Contributors_and_production_methods.xml:38
 #, no-c-format
 msgid "Subhransu Behera (translator - Oriya)"
-msgstr ""
+msgstr "Subhransu Behera (ଅନୁବାଦକ - ଓଡ଼ିଆ)"
 
 #. Tag: para
 #: Contributors_and_production_methods.xml:43
 #, no-c-format
 msgid "Michał Bentkowski (translator - Polish)"
-msgstr ""
+msgstr "Michał Bentkowski (ଅନୁବାଦକ - ପୋଲିସ)"
 
 #. Tag: para
 #: Contributors_and_production_methods.xml:48
 #, no-c-format
 msgid "Rahul Bhalerao (translator - Marathi)"
-msgstr ""
+msgstr "Rahul Bhalerao (ଅନୁବାଦକ - ମୋରାଠି)"
 
 #. Tag: para
 #: Contributors_and_production_methods.xml:53
 #, no-c-format
 msgid "Runa Bhattacharjee (translator - Bengali (India))"
-msgstr ""
+msgstr "Runa Bhattacharjee (ଅନୁବାଦକ - ବେଙ୍ଗଲି (ଭାରତ))"
 
 #. Tag: para
 #: Contributors_and_production_methods.xml:58
@@ -5922,12 +6048,14 @@ msgid ""
 "<ulink url=\"http://fedoraproject.org/wiki/TetaBilianou\">Teta Bilianou</"
 "ulink> (translator - Greek)"
 msgstr ""
+"<ulink url=\"http://fedoraproject.org/wiki/TetaBilianou\">Teta Bilianou</"
+"ulink> (ଅନୁବାଦକ - ଗ୍ରୀକ)"
 
 #. Tag: para
 #: Contributors_and_production_methods.xml:63
 #, no-c-format
 msgid "Vitor Vilas Boas (translator - Brazilian Portuguese)"
-msgstr ""
+msgstr "Vitor Vilas Boas (ଅନୁବାଦକ - ବ୍ରାଜିଲିଆନ ପର୍ତ୍ତୁଗୀଜ)"
 
 #. Tag: para
 #: Contributors_and_production_methods.xml:68
@@ -7372,7 +7500,7 @@ msgstr ""
 #: DiskEncryptionUserGuide.xml:278
 #, no-c-format
 msgid "cryptsetup luksRemoveKey <device>"
-msgstr ""
+msgstr "cryptsetup luksRemoveKey <device>"
 
 #. Tag: para
 #: DiskEncryptionUserGuide.xml:280
@@ -7461,6 +7589,8 @@ msgid ""
 "To configure an FCoE SAN, select <guilabel>Add FCoE SAN</guilabel> and click "
 "<guibutton>Add Drive</guibutton>."
 msgstr ""
+"ଗୋଟିଏ FCoE SAN ବିନ୍ୟାସ କରିବା ପାଇଁ, <guilabel>Add FCoE SAN</guilabel> କୁ ବାଛନ୍ତୁ ଏବଂ"
+"<guibutton>Add Drive</guibutton> କୁ କ୍ଲିକ କରନ୍ତୁ।"
 
 #. Tag: para
 #: Disk_Partitioning_Advanced_Storage_common-para-5.xml:5
@@ -7487,7 +7617,7 @@ msgstr "FCoE ପ୍ରାଚଳଗୁଡ଼ିକୁ ବିନ୍ୟାସ କ
 #: Disk_Partitioning_Advanced_Storage-indexterm2.xml:8
 #, no-c-format
 msgid "FCoE"
-msgstr ""
+msgstr "FCoE"
 
 #. Tag: para
 #: Disk_Partitioning_common-para-1.xml:5
@@ -7549,7 +7679,7 @@ msgstr ""
 #: Disk_Partitioning_Disk_Druid_common-title.xml:5
 #, no-c-format
 msgid "The partitioning screen"
-msgstr ""
+msgstr "ବିଭାଜନ ପରଦା"
 
 #. Tag: para
 #: Disk_Partitioning_Disk_Druid-listitem-delete.xml:6
@@ -7629,7 +7759,7 @@ msgstr ""
 #: Disk_Partitioning_Disk_Druid-listitem-LVM.xml:33
 #, no-c-format
 msgid "LVM Unavailable in Text Installs"
-msgstr ""
+msgstr "LVM ପାଠ୍ୟ ସ୍ଥାପନାରେ ଉପଲବ୍ଧ ନାହିଁ"
 
 #. Tag: para
 #: Disk_Partitioning_Disk_Druid-listitem-LVM.xml:34
@@ -7675,7 +7805,7 @@ msgstr ""
 #: Disk_Partitioning_Disk_Druid-listitem-makeraid.xml:15
 #, no-c-format
 msgid "Intel BIOS-RAID"
-msgstr ""
+msgstr "Intel BIOS-RAID"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:16
@@ -7723,19 +7853,19 @@ msgstr ""
 #: Disk_Partitioning_Disk_Druid-listitem-makeraid.xml:30
 #, no-c-format
 msgid "RAID options"
-msgstr ""
+msgstr "RAID ବିକଳ୍ପଗୁଡ଼ିକ"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:33
 #, no-c-format
 msgid "The RAID options dialog."
-msgstr ""
+msgstr "RAID ବିକଳ୍ପ ସଂଳାପ।"
 
 #. Tag: guilabel
 #: Disk_Partitioning_Disk_Druid-listitem-makeraid.xml:42
 #, no-c-format
 msgid "<guilabel>Create a software RAID partition</guilabel>"
-msgstr ""
+msgstr "<guilabel>ଗୋଟିଏ ସଫ୍ଟୱେର RAID ବିଭାଜନ ସୃଷ୍ଟିକରନ୍ତୁ</guilabel>"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:45
@@ -7749,19 +7879,19 @@ msgstr ""
 #: Disk_Partitioning_Disk_Druid-listitem-makeraid.xml:51
 #, no-c-format
 msgid "<title>Create a software RAID partition</title>"
-msgstr ""
+msgstr "<title>ଗୋଟିଏ ସଫ୍ଟୱେର RAID ବିଭାଜନ ସୃଷ୍ଟିକରନ୍ତୁ</title>"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:54
 #, no-c-format
 msgid "The create a software RAID partition dialog."
-msgstr ""
+msgstr "ଗୋଟିଏ ସଫ୍ଟୱେର RAID ବିଭାଜନ ସଂଳାପ ସୃଷ୍ଟିକରନ୍ତୁ।"
 
 #. Tag: guilabel
 #: Disk_Partitioning_Disk_Druid-listitem-makeraid.xml:67
 #, no-c-format
 msgid "<guilabel>Create a RAID device</guilabel>"
-msgstr ""
+msgstr "<guilabel>ଗୋଟିଏ RAID ଉପକରଣ ସୃଷ୍ଟିକରନ୍ତୁ</guilabel>"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:69
@@ -7776,13 +7906,13 @@ msgstr ""
 #: Disk_Partitioning_Disk_Druid-listitem-makeraid.xml:76
 #, no-c-format
 msgid "<title>Create a RAID device</title>"
-msgstr ""
+msgstr "<title>ଗୋଟିଏ RAID ଉପକରଣ ସୃଷ୍ଟିକରନ୍ତୁ</title>"
 
 #. Tag: para
 #: Disk_Partitioning_Disk_Druid-listitem-makeraid.xml:79
 #, no-c-format
 msgid "The create a RAID device dialog."
-msgstr ""
+msgstr "ଗୋଟିଏ RAID ଉପକରଣ ସଂଳାପ ସୃଷ୍ଟିକରନ୍ତୁ।"
 
 #. Tag: guilabel
 #: Disk_Partitioning_Disk_Druid-listitem-makeraid.xml:90
@@ -7827,13 +7957,13 @@ msgstr ""
 #: Disk_Partitioning_Disk_Druid-x86-indexterm-1.xml:7
 #, no-c-format
 msgid "creating a software RAID"
-msgstr ""
+msgstr "ଗୋଟିଏ ସଫ୍ଟୱେର RAID ସୃଷ୍ଟିକରୁଅଛି"
 
 #. Tag: secondary
 #: Disk_Partitioning_Disk_Druid-x86-indexterm-2.xml:7
 #, no-c-format
 msgid "partitioning a RAID"
-msgstr ""
+msgstr "ଗୋଟିଏ RAID କୁ ବିଭାଜନ କରୁଅଛି"
 
 #. Tag: para
 #: Disk_Partitioning_Disk_Druid_x86_ppc-listitem-1.xml:6
@@ -7851,13 +7981,13 @@ msgstr ""
 #: Disk_Partitioning_Disk_Druid_x86_ppc-listitem-1.xml:17
 #, no-c-format
 msgid "Illegal Partitions"
-msgstr ""
+msgstr "ଅନୈତିକ ବିଭାଜନ"
 
 #. Tag: secondary
 #: Disk_Partitioning_Disk_Druid_x86_ppc-listitem-1.xml:22
 #, no-c-format
 msgid "illegal"
-msgstr ""
+msgstr "ଅନୈତିକ"
 
 #. Tag: para
 #: Disk_Partitioning_Disk_Druid_x86_ppc-listitem-1.xml:23
@@ -7870,6 +8000,13 @@ msgid ""
 "the <indexterm> <primary>partition</primary> <secondary>root</secondary> </"
 "indexterm> <filename>/</filename> (root) partition."
 msgstr ""
+"ଆପଣ <filename>/bin/</filename>, <filename>/dev/</filename>, "
+"<filename>/etc/</filename>, <filename>/lib/</filename>, "
+"<filename>/proc/</filename>, <filename>/root/</filename>, ଏବଂ"
+"<filename>/sbin/</filename> ଡିରେକ୍ଟୋରୀଗୁଡ଼ିକ ପାଇଁ ପୃଥକ ବିଭାଜନ ସୃଷ୍ଟିକରିପାରିବେ ନାହିଁ। "
+"ଏହି ଡିରେକ୍ଟୋରୀଗୁଡ଼ିକ ନିଶ୍ଚିତ ଭାବରେ <indexterm> <primary>partition</primary> "
+"<secondary>root</secondary> </indexterm> <filename>/</filename> "
+"(root) ବିଭାଜନରେ ଥିବା ଉଚିତ।"
 
 #. Tag: para
 #: Disk_Partitioning_Disk_Druid_x86_ppc-listitem-1.xml:34





More information about the Fedora-docs-commits mailing list