Branch 'f12-tx' - po/or.po

Transifex System User transif at fedoraproject.org
Thu Dec 24 13:14:02 UTC 2009


 po/or.po |  108 +++++++++++++++++++++++++++++++++++++++++++++++++++++++++++++--
 1 file changed, 105 insertions(+), 3 deletions(-)

New commits:
commit 235204e24315d956c5b74e5830c28459cfb4745e
Author: mgiri <mgiri at fedoraproject.org>
Date:   Thu Dec 24 13:12:45 2009 +0000

    Sending translation for Oriya

diff --git a/po/or.po b/po/or.po
index fc5fa73..3d2a01a 100644
--- a/po/or.po
+++ b/po/or.po
@@ -7,7 +7,7 @@ msgstr ""
 "Project-Id-Version: docs-install-guide.f12-tx.or\n"
 "Report-Msgid-Bugs-To: http://bugs.kde.org\n"
 "POT-Creation-Date: 2009-09-30 11:04+0000\n"
-"PO-Revision-Date: 2009-12-24 16:02+0530\n"
+"PO-Revision-Date: 2009-12-24 18:31+0530\n"
 "Last-Translator: Manoj Kumar Giri <mgiri at redhat.com>\n"
 "Language-Team: Oriya <oriya-it at googlegroups.com>\n"
 "MIME-Version: 1.0\n"
@@ -21733,6 +21733,8 @@ msgid ""
 "Writing the Live image to the USB media is <emphasis>nondestructive</"
 "emphasis>. Any existing data on the media is not harmed."
 msgstr ""
+"USB ମେଡିଆରେ ଜୀବନ୍ତ ପ୍ରତିବିମ୍ବକୁ ଲେଖିବା <emphasis>nondestructive</"
+"emphasis>। ମେଡିଆରେ ଥିବା କୌଣସି ସ୍ଥିତବାନ ତଥ୍ୟ କ୍ଷତିକାରକ ନୁହଁ।"
 
 #. Tag: emphasis
 #: Making_USB_media.xml:17
@@ -21740,7 +21742,7 @@ msgstr ""
 msgid ""
 "It is always a good idea to back up important data before performing "
 "sensitive disk operations."
-msgstr ""
+msgstr "ଦରକାରୀ ତଥ୍ୟକୁ ଡିସ୍କ ପ୍ରୟୋଗ କରିବା ପୂର୍ବରୁ ସଂରକ୍ଷଣ କରିବା ସର୍ବଦା ଗୋଟିଏ ଭଲ ଉପାୟ।"
 
 #. Tag: para
 #: Making_USB_media.xml:20
@@ -21786,6 +21788,9 @@ msgid ""
 "existing LiveCD</guilabel> label, browse to the location where you "
 "previously downloaded a Fedora Live ISO file, and select that file."
 msgstr ""
+"<guibutton>Browse</guibutton> ବଟନକୁ <guilabel>ସ୍ଥିତବାନ ଜୀବନ୍ତ CD</guilabel> ନାମପଟି "
+"ଅନ୍ତର୍ଗତରେ କ୍ଲିକ କରନ୍ତୁ, ଆପଣ ପୂର୍ବରୁ ଯେଉଁଠି Fedora ଜୀବନ୍ତ ISO ଫାଇଲକୁ ଆହରଣ କରିଥିଲେ "
+"ସେହି ସ୍ଥାନକୁ ବ୍ରାଉଜ କରନ୍ତୁ, ଏବଂ ସେହି ଫାଇଲକୁ ବାଛନ୍ତୁ।"
 
 #. Tag: para
 #: Making_USB_media.xml:42 Making_USB_media.xml:118
@@ -21829,6 +21834,8 @@ msgid ""
 "The <application>GRUB</application> bootloader does not support Btrfs file "
 "system. You cannot create bootable USB media on media formatted as Btrfs."
 msgstr ""
+"<application>GRUB</application> ବୁଟଲୋଡର Btrfs ଫାଇଲ ତନ୍ତ୍ରକୁ ସମର୍ଥନ କରେନାହିଁ। "
+"ଆପଣ ବୁଟଯୋଗ୍ୟ USB ମେଡିଆକୁ ମେଡିଆ ସଜ୍ଜିତ Btrfs ଭାବରେ ନିର୍ମାଣ କରିପାରିବେ ନାହିଁ।"
 
 #. Tag: title
 #: Making_USB_media.xml:67
@@ -21926,6 +21933,10 @@ msgid ""
 "root password for your system when <application>LiveUSB Creator</"
 "application> prompts you for it."
 msgstr ""
+"ଗୋଟିଏ ତାଲିକାରୁ କିମ୍ବା <command>liveusb-creator</command> କୁ "
+"ନିର୍ଦ୍ଦେଶନାମାରେ ଭରଣ କରି, <application>LiveUSB ନିର୍ମାତା</application> କୁ "
+"ଆରମ୍ଭ କରନ୍ତୁ। ଆପଣଙ୍କ ତନ୍ତ୍ର ପାଇଁ <application>LiveUSB Creator</application> ପଚାରିଲେ "
+"root ପ୍ରବେଶ ସଂକେତ ଭରଣ କରନ୍ତୁ।"
 
 #. Tag: title
 #: Making_USB_media.xml:132
@@ -21941,6 +21952,9 @@ msgid ""
 "look up the name in <filename class=\"directory\">/dev/disk/by-label</"
 "filename>, or use the <command>findfs</command>:"
 msgstr ""
+"ଆପଣଙ୍କର USB ମେଡିଆ ପାଇଁ ଉପକରଣ ନାମ ଖୋଜନ୍ତୁ। ଯଦି ସେହି ମେଡିଆର କୌଣସି ଭଲ୍ୟୁମ ନାମ ଥାଏ,"
+"ତେବେ ସେହି ନାମକୁ <filename class=\"directory\">/dev/disk/by-label</"
+"filename> ରେ ଖୋଜନ୍ତୁ, କିମ୍ବା <command>findfs</command> କୁ ବ୍ୟବହାର କରନ୍ତୁ:"
 
 #. Tag: screen
 #: Making_USB_media.xml:149 Making_USB_media.xml:193
@@ -22072,6 +22086,8 @@ msgid ""
 "click on an icon that represents ejecting the media — commonly, an "
 "upward-pointing triangle."
 msgstr ""
+"ଗୋଟିଏ ଚିତ୍ରସଂକେତ ଉପରେ କ୍ଲିକ କରନ୍ତୁ ଯାହାକି ମେଡିଆ — କୁ ସାଧାରଣତଃ ବାହାର କରିବାକୁ ଉପସ୍ଥାପନ କରିଥାଏ,"
+"ଗୋଟିଏ ଉପର-ମୁଖୀ ତ୍ରୀକୋଣ।"
 
 #. Tag: para
 #: Making_USB_media.xml:222
@@ -22080,6 +22096,8 @@ msgid ""
 "At a command line, type <command>su -</command> to become root, and enter "
 "the root password when your system prompts you."
 msgstr ""
+"ଗୋଟିଏ ନିର୍ଦ୍ଦେଶନାମାରେ, <command>su -</command> କୁ root ହେବା ପାଇଁ ଟାଇପ କରନ୍ତୁ, ଏବଂ "
+"root ପ୍ରବେଶ ସଂକେତ ଭରଣ କରନ୍ତୁ ଯେତେବେଳେ ଆପଣଙ୍କର ତନ୍ତ୍ର ପଚାରିଥାଏ।"
 
 #. Tag: para
 #: Making_USB_media.xml:227
@@ -22112,6 +22130,9 @@ msgid ""
 "that you just mounted. mount point where you just mounted the Fedora live "
 "image. For example, <command>cd /tmp/livecd/LiveOS</command>."
 msgstr ""
+"ଡିରେକ୍ଟୋରୀକୁ <filename>LiveOS</filename> ପ୍ରତିବିମ୍ବର ଡିରେକ୍ଟୋରୀ ଭାବରେ ପରିବର୍ତ୍ତନ କରନ୍ତୁ"
+"ଯାହାକୁ ଆପଣ ଏବେ ସ୍ଥାପନ କରିଛନ୍ତି। ଆହରଣ ବିନ୍ଦୁ ଯେଉଁଠି ଆପଣ ବର୍ତ୍ତମାନ Fedora ଜୀବନ୍ତ ପ୍ରତିବିମ୍ବକୁ ସ୍ଥାପନ "
+"କରିଛନ୍ତି। ଉଦାହରଣ ସ୍ୱରୂପ, <command>cd /tmp/livecd/LiveOS</command>।"
 
 #. Tag: para
 #: Making_USB_media.xml:242
@@ -22125,6 +22146,13 @@ msgid ""
 "file, and <filename><replaceable>device</replaceable></filename> is the USB "
 "media device."
 msgstr ""
+"ନିମ୍ନଲିଖିତ ନିର୍ଦ୍ଦେଶକୁ ଚଲାନ୍ତୁ: <command>./livecd-iso-to-disk <replaceable>/path/"
+"to/image/file/imagefile.iso</replaceable> <replaceable>device</replaceable></"
+"command>, ଯେଉଁଠି <filename><replaceable>/path/to/image/file</replaceable></"
+"filename> ଟି ହେଉଛି ଆପଣ ଆହରଣ କରିଥିବା ପ୍ରତିବିମ୍ବ ଫାଇଲର ଅବସ୍ଥାନ, "
+"<filename><replaceable>imagefile.iso</replaceable></filename> ଟି ହେଉଛି ପ୍ରତିବିମ୍ବ ଫାଇଲ, "
+"ଏବଂ <filename><replaceable>device</replaceable></filename> ଟି ହେଉଛି USB "
+"ମେଡିଆ ଉପକରଣ।"
 
 #. Tag: title
 #: Making_USB_media.xml:249
@@ -22133,6 +22161,8 @@ msgid ""
 "Mounting a Fedora live image file and using livecd-iso-to-disk to create "
 "live USB media"
 msgstr ""
+"ଗୋଟିଏ Fedora ଜୀବନ୍ତ ପ୍ରତିବିମ୍ବ ଫାଇଲକୁ ସ୍ଥାପନ କରିବା ଫଳରେ ଏବଂ livecd-iso-to-disk କୁ ଜୀବନ୍ତ "
+"USB ମେଡିଆ ନିର୍ମାଣ କରିବାରେ ବ୍ୟବହାର କରୁଅଛି"
 
 #. Tag: para
 #: Making_USB_media.xml:250
@@ -22271,6 +22301,8 @@ msgid ""
 "To perform an installation without media or a PXE server, your system must "
 "have two files stored locally, a kernel and an initial RAM disk."
 msgstr ""
+"ବିନା ମେଡିଆ କିମ୍ବା PXE ସର୍ଭରରେ ସ୍ଥାପନ କ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ, ଆପଣଙ୍କ ତନ୍ତ୍ରରେ ସ୍ଥାନୀୟ "
+"ଭାବରେ ଦୁଇଟି ଫାଇଲ ସଂରକ୍ଷିତ ହେବା ଉଚିତ, ଗୋଟିଏ କର୍ଣ୍ଣଲ ଏବଂ ଗୋଟିଏ ପ୍ରାରମ୍ଭିକ RAM ଡିସ୍କ।"
 
 #. Tag: para
 #: medialess.xml:31
@@ -22362,6 +22394,10 @@ msgid ""
 "application> to boot from the new files, add a boot stanza to <filename>/"
 "boot/grub/grub.conf</filename>that refers to them."
 msgstr ""
+"<application>GRUB</application> ବୁଟ ଲୋଡର ବିନ୍ୟାସ ଫାଇଲ ବ୍ୟବହାର କରିଥାଏ"
+"<filename>/boot/grub/grub.conf</filename>। <application>GRUB</"
+"application> କୁ ନୂତନ ଫାଇଲଗୁଡ଼ିକରୁ ବିନ୍ୟାସ କରିବା ପାଇଁ, ଗୋଟିଏ ବୁଟ ପରିଚ୍ଛେଦକୁ <filename>/"
+"boot/grub/grub.conf</filename> ରେ ଯୋଗ କରନ୍ତୁ ଯାହାକି ସେମାନଙ୍କୁ ଦର୍ଶାଇଥାଏ।"
 
 #. Tag: para
 #: medialess.xml:86
@@ -22450,6 +22486,8 @@ msgid ""
 "<filename>/boot/grub/grub.conf</filename> to point to the new first stanza "
 "you added:"
 msgstr ""
+"ଆପଣ ସମାପ୍ତ କରିସାରିବା ପରେ, <option>default</option> ବିକଳ୍ପକୁ <filename>/boot/grub/grub.conf "
+"</filename> ରେ ଆପଣ ଯୋଗ କରିଥିବା ନୂତନ ପ୍ରଥମ ପରିଚ୍ଛେଦରେ ପରିବର୍ତ୍ତନ କରନ୍ତୁ:"
 
 #. Tag: screen
 #: medialess.xml:121
@@ -22473,6 +22511,11 @@ msgid ""
 "remotely using VNC, refer to <xref linkend=\"sn-remoteaccess-installation\"/"
 "> for assistance in connecting to the remote system."
 msgstr ""
+"ତନ୍ତ୍ରକୁ ପୁନର୍ଚାଳନ କରନ୍ତୁ। <application>GRUB</application> ସ୍ଥାପନ କର୍ଣ୍ଣଲ ଏବଂ RAM ଡିସ୍କକୁ ବୁଟ "
+"କରିଥାଏ, ଆପଣ ସେଟ କରିଥିବା କୌଣସି ବିକଳ୍ପକୁ ଅନ୍ତର୍ଭୁକ୍ତ କରି। ପରବର୍ତ୍ତୀ ପଦକ୍ଷେପ ପାଇଁ ଆପଣ ବର୍ତ୍ତମାନ ଏହି "
+"ପୁସ୍ତକରେ ଥିବା ସଠିକ ଅଧ୍ଯାୟକୁ ଅନୁସରଣ କରନ୍ତୁ। ଯଦି ଆପଣ ସୁଦୂର ଭାବରେ VNC ବ୍ୟବହାର କରି ସ୍ଥାପନ କରିବା ପାଇଁ "
+"ଇଚ୍ଛାକରନ୍ତି, ତେବେ ସୁଦୂର ତନ୍ତ୍ର ସହିତ ସଂଯୋଗ ହେବା ପାଇଁ ସହାୟତା ପାଇବାକୁ <xref linkend=\"sn-remoteaccess "
+"-installation\"/> କୁ ଅନୁସରଣ କରନ୍ତୁ।"
 
 #. Tag: title
 #: Netboot_DHCP.xml:5
@@ -22711,6 +22754,8 @@ msgid ""
 "You may give your system any name provided that the full hostname is unique. "
 "The hostname may include letters, numbers and hyphens."
 msgstr ""
+"ଆପଣ ନିଜ ତନ୍ତ୍ର ପାଇଁ ଯେକୌଣସି ନାମ ଦେଇପାରିବେ କିନ୍ତୁ ପୂର୍ଣ୍ଣ ହୋଷ୍ଟ ନାମଟି ଅନନ୍ୟ ହୋଇଥିବା ଆବଶ୍ୟକ। "
+"ହୋଷ୍ଟନାମ ଅକ୍ଷର, ସଂଖ୍ୟା ଏବଂ ହାଇଫେନମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ।"
 
 #. Tag: para
 #: networkconfig-fedora.xml:59
@@ -22726,6 +22771,14 @@ msgid ""
 "<systemitem class=\"domainname\"><replaceable>example.com</replaceable></"
 "systemitem>."
 msgstr ""
+"କିଛି ନେଟୱର୍କରେ, DHCP ପ୍ରଦାତା ମଧ୍ଯ କମ୍ପୁଟର, ହୋଷ୍ଟନାମର ନାମ ପ୍ରଦାନ କରିଥାଏ। ସମ୍ପୂର୍ଣ୍ଣ ହୋଷ୍ଟନାମରେ"
+"ଉଭୟ ଯନ୍ତ୍ରର ନାମ ଏବଂ ଡମେନ ନାମ ଅନ୍ତର୍ଭୁକ୍ତ ହୋଇଥାଏ ଯିଏକି ଜଣେ ସଦସ୍ୟ ଅଟେ, ଯେପରିକି <systemitem class="
+"\"fqdomainname\"><replaceable>machine1.example.com</replaceable></"
+"systemitem>। ଯନ୍ତ୍ର ନାମ (ଅଥବା \"short hostname\") ଟି ହେଉଛି <systemitem class="
+"\"systemname\"><replaceable>machine1</replaceable></systemitem>, ଏବଂ "
+"<indexterm> <primary>domain name</primary> </indexterm> ଡମେନ ନାମଟି ହେଉଛି"
+"<systemitem class=\"domainname\"><replaceable>example.com</replaceable></"
+"systemitem>।"
 
 #. Tag: para
 #: networkconfig-fedora.xml:63
@@ -22860,6 +22913,8 @@ msgid ""
 "Reduced-size bootable CD and USB flash disk images you can use to install "
 "over an Internet connection"
 msgstr ""
+"କମ-ଆକାରର ବୁଟଯୋଗ୍ୟ CD ଏବଂ USB ଫ୍ଳାଶ ଡିସ୍କ ପ୍ରତିବିମ୍ବଗୁଡ଼ିକୁ ଆପଣ ଇଣ୍ଟରନେଟ "
+"ସଂଯୋଗରେ ସ୍ଥାପନ ପାଇଁ ବ୍ୟବହାର କରିପାରିବେ"
 
 #. Tag: para
 #: new-users.xml:46
@@ -22908,6 +22963,10 @@ msgid ""
 "Obtaining_Fedora-Obtaining_Fedora_on_CD_or_DVD\"/> to learn about other ways "
 "that you can obtain Fedora."
 msgstr ""
+"ଯଦି Fedora ISO ପ୍ରତିବିମ୍ବଗୁଡ଼ିକୁ ଆହରଣ କରୁଅଛି ଏବଂ ସେମାନଙ୍କୁ CD ଅଥବା DVD ରେ ଲେଖିବା "
+"ଅସମ୍ଭବ ହୋଇଯିବ ଅଥବା ଆପଣଙ୍କ ପାଇଁ ଅବ୍ୟବହାରିକ ହେବ, Fedora ପାଇବା ପାଇଁ ଅନ୍ୟ ଉପାୟ ବିଷୟରେ ଜାଣିବା ପାଇଁ "
+"<xref linkend=\"sect-Obtaining_Fedora-Obtaining_Fedora_on_CD_or_DVD\"/> କୁ "
+"ଅନୁସରଣ କରନ୍ତୁ।"
 
 #. Tag: title
 #: new-users.xml:71
@@ -23209,6 +23268,8 @@ msgid ""
 "You have several options to download Fedora. Read the options below to "
 "decide the best one for you."
 msgstr ""
+"Fedora ଆହରଣ କରିବା ପାଇଁ ଆପଣଙ୍କ ପାଖରେ ଅନେକ ବିକଳ୍ପ ଅଛି। ଆପଣଙ୍କ ପାଇଁ ଉପଯୁକ୍ତ ଉପାୟ "
+"ବାଛିବା ପାଇଁ ନିମ୍ନରେ ଥିବା ବିକଳ୍ପଗୁଡ଼ିକୁ ପଢ଼ନ୍ତୁ।"
 
 #. Tag: para
 #: new-users.xml:202
@@ -23588,6 +23649,10 @@ msgid ""
 "instructions on the webpage <ulink url=\"http://docs.fedoraproject.org/yum/"
 "sn-updating-your-system.html\"></ulink>."
 msgstr ""
+"ଯଦି ଆପଣଙ୍କର Fedora ତନ୍ତ୍ରରେ ଗୋଟିଏ ସ୍ଥାୟୀ ନେଟୱର୍କ ସଂଯୋଗ ଥାଏ, ତେବେ ଆପଣ ପ୍ରତିଦିନ "
+"ତନ୍ତ୍ର ଅଦ୍ୟତନକୁ ବାଛିପାରିବେ। ସ୍ୱୟଂଚାଳିତ ଅଦ୍ୟତନକୁ ସକ୍ରିୟ କରିବା ପାଇଁ, ୱେବ ପୃଷ୍ଠା <ulink url= "
+"\"http://docs.fedoraproject.org/yum/sn-updating-your-system.html\"></ulink> "
+"ରେ ଥିବା ନିର୍ଦ୍ଦେଶଗୁଡ଼ିକୁ ପାଳନ କରନ୍ତୁ।"
 
 #. Tag: title
 #: nextsteps.xml:135
@@ -29090,6 +29155,9 @@ msgid ""
 "for Fedora &PRODVER;, available at <ulink url=\"http://docs.fedoraproject."
 "org/release-notes\">http://docs.fedoraproject.org/release-notes</ulink> ."
 msgstr ""
+"ସମର୍ଥିତ ହାର୍ଡୱେରର ନୂତନତମ ତାଲିକାକୁ Fedora &PRODVER; ର ପ୍ରକାଶନ ଟିପ୍ପଣୀରେ ପାଇପାରିବେ, "
+"ଯାହାକି <ulink url=\"http://docs.fedoraproject.org/release-notes\">http://docs. "
+"fedoraproject.org/release-notes</ulink> ରେ ଉପଲବ୍ଧ।"
 
 #. Tag: para
 #: Steps_Hardware-x86.xml:23
@@ -29137,6 +29205,9 @@ msgid ""
 "you have a file system other than those listed here, such as reiserfs, you "
 "will not be able to perform a hard drive installation."
 msgstr ""
+"ହାର୍ଡ ଡ୍ରାଇଭ ସ୍ଥାପନା କେବଳ ext2, ext3, କିମ୍ବା FAT ଫାଇଲତନ୍ତ୍ରରେ କାର୍ଯ୍ୟ କରିଥାଏ। ଯଦି ଆପଣଙ୍କ ପାଖରେ "
+"ଏଠାରେ ତାଲିକାଭୁକ୍ତ ହୋଇଥିବା ଫାଇଲତନ୍ତ୍ର ବ୍ୟତୀତ ଅନ୍ୟ କୌଣସି ଫାଇଲତନ୍ତ୍ର ଥାଏ, ଯେପରିକି reiserfs, ତେବେ "
+"ଆପଣ ହାର୍ଡ ଡ୍ରାଇଭ ସ୍ଥାପନକୁ କାର୍ଯ୍ୟକାରୀ କରିପାରିବେ ନାହିଁ।"
 
 #. Tag: para
 #: Steps_Hd_Install_x86_ppc_note_para_1.xml:7
@@ -29326,6 +29397,9 @@ msgid ""
 "refer to the instructions on the <filename>README-en</filename> file in "
 "<filename>disk1</filename>."
 msgstr ""
+"CD-ROMs କୁ ବ୍ୟବହାର କରି କିପରି ଗୋଟିଏ ନେଟୱର୍କ ସ୍ଥାପନକୁ ପ୍ରସ୍ତୁତ କରାଯିବ ସେହି ବିଷୟରେ ନିର୍ଦ୍ଦେଶ "
+"ପାଇବା ପାଇଁ, <filename>disk1</filename> ରେ ଥିବା <filename>README-en</filename> "
+"ଫାଇଲକୁ ଅନୁସରଣ କରନ୍ତୁ।"
 
 #. Tag: para
 #: Steps_Network_Install_x86_ppc_s390_note_1.xml:8
@@ -29696,6 +29770,8 @@ msgid ""
 "However, when performing certain types of installation, some specific "
 "details might be useful or even essential."
 msgstr ""
+"ତଥାପି, ଯେତେବେଳେ କିଛି ସ୍ଥାପନ କ୍ରିୟା କରାଯାଏ, କିଛି ନିର୍ଦ୍ଦିଷ୍ଟ ବିବରଣୀ ଉପଯୋଗୀ "
+"ହୋଇଥାଏ ଅଥବା ବେଳେବେଳେ ଆବଶ୍ୟକୀୟ ହୋଇଥାଏ।"
 
 #. Tag: para
 #: System_Requirements_Table.xml:30
@@ -29867,6 +29943,11 @@ msgid ""
 "command>, visit the project Web page: <ulink url=\"http://www.fedoraproject."
 "org/wiki/Anaconda\"></ulink>."
 msgstr ""
+"ଏହି ଦଲିଲ Fedora ସ୍ଥାପନ ସଫ୍ଟୱେର ବ୍ୟବହାର କରିବା ପାଇଁ ସୂଚନା ପ୍ରଦାନ କରିଥାଏ, "
+"ଯାହାକି <command>anaconda</command> ନାମରେ ପରିଚିତ।<indexterm> "
+"<primary>Anaconda</primary> </indexterm> <command>anaconda</"
+"command> ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ, ପ୍ରକଳ୍ପ ୱେବ ପୃଷ୍ଠା: <ulink url=\"http://www.fedoraproject."
+"org/wiki/Anaconda\"></ulink> କୁ ପରିଦର୍ଶନ କରନ୍ତୁ।"
 
 #. Tag: para
 #: techref.xml:20
@@ -29876,6 +29957,9 @@ msgid ""
 "software components. For detailed information on key technologies, refer to "
 "the Web sites listed below:"
 msgstr ""
+"ଉଭୟ <command>anaconda</command> ଏବଂ Fedora ତନ୍ତ୍ର ଗୋଟିଏ ସାଧାରଣ ସଫ୍ଟୱେର "
+"ଉପାଦାନ ବ୍ୟବହାର କରିଥାନ୍ତି। କି ଯନ୍ତ୍ରକୌଶଳ ବିଷୟରେ ବିସ୍ତୃତ ବିବରଣୀ ପାଇବା ପାଇଁ, ନିମ୍ନରେ ତାଲିକାଭୁକ୍ତ "
+"ୱେବ ସାଇଟଗୁଡ଼ିକୁ ଅନୁସରଣ କରନ୍ତୁ:"
 
 #. Tag: term
 #: techref.xml:27
@@ -29974,6 +30058,11 @@ msgid ""
 "keyboard and mouse for the desktop environments that users interact with. "
 "Refer to <ulink url=\"http://www.x.org/\"></ulink> for more information."
 msgstr ""
+"ଉଭୟ ସ୍ଥାପନ ତନ୍ତ୍ର ଏବଂ Fedora <indexterm> <primary>Xorg</primary> </indexterm> "
+"<command>Xorg</command> କୁ ଆଲେଖୀକ କ୍ଷମତା ପ୍ରଦାନ କରିବା ପାଇଁ ବ୍ୟବହାର କରିଥାନ୍ତି। "
+"<command>Xorg</command> ର ଉପାଦାନଗୁଡ଼ିକ ପ୍ରଦର୍ଶନ, କିବୋର୍ଡ ଏବଂ ମାଉସକୁ ଡେସ୍କଟପ "
+"ପରିବେଶଗୁଡ଼ିକୁ ପରିଚାଳନା କରିଥାନ୍ତି ଯେଉଁଥିରେ ଚାଳକମାନେ ପରସ୍ପର ସହିତ ଯୋଗାଯୋଗ କରିଥାନ୍ତି।"
+"ଅଧିକ ସୂଚନା ପାଇଁ <ulink url=\"http://www.x.org/\"></ulink> କୁ ଅନୁସରଣ କରନ୍ତୁ।"
 
 #. Tag: term
 #: techref.xml:103
@@ -29992,6 +30081,11 @@ msgid ""
 "documentation on the RealVNC Web site: <ulink url=\"http://www.realvnc.com/"
 "documentation.html\"></ulink>."
 msgstr ""
+"Fedora ଏବଂ <command>anaconda</command> ରେ <indexterm> <primary>VNC "
+"(Virtual Network Computing)</primary> <secondary>documentation</secondary> </"
+"indexterm> VNC (Virtual Network Computing) ସଫ୍ଟୱେରକୁ ଆଲେଖୀକ ପ୍ରଦର୍ଶନୀ ପାଇଁ ସୁଦୂର ଅଭିଗମ୍ୟତାକୁ "
+"ସକ୍ରିୟ କରିବାକୁ ଅନ୍ତର୍ଭୁକ୍ତ କରିଥାଏ। VNC ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ, RealVNC ୱେବ ସାଇଟ: <ulink url= "
+"\"http://www.realvnc.com/documentation.html\"></ulink> ରେ ଥିବା ଦଲିଲିକରଣକୁ ଅନୁସରଣ କରନ୍ତୁ।"
 
 #. Tag: term
 #: techref.xml:120
@@ -30215,6 +30309,8 @@ msgid ""
 "Specify a time zone even if you plan to use NTP (Network Time Protocol) to "
 "maintain the accuracy of the system clock."
 msgstr ""
+"ଗୋଟିଏ ସମୟ ମଣ୍ଡଳ ଉଲ୍ଲେଖ କରନ୍ତୁ ଯଦିଚ ଆପଣ ତନ୍ତ୍ର ଘଡ଼ିର ସଠିକତାକୁ ପରିଚାଳନା କରିବା ପାଇଁ NTP "
+"(Network Time Protocol) ବ୍ୟବହାର କରିବା ପାଇଁ ଯୋଜନା କରିଛନ୍ତି।"
 
 #. Tag: para
 #: Time_Zone_common-para-5.xml:6
@@ -32683,6 +32779,8 @@ msgid ""
 "Anaconda offers two modes for VNC installation. The mode you select will "
 "depend on the network configuration in your environment."
 msgstr ""
+"Anaconda VNC ସ୍ଥାପନା ପାଇଁ ଦୁଇଟି ଉପାୟ ଦେଇଥାଏ। ଆପଣ ବାଛିଥିବା ଧାରାଟି ଆପଣଙ୍କ ପରିବେଶର "
+"ନେଟୱର୍କ ସଂରଚନା ଉପରେ ନିର୍ଭର କରିଥାଏ।"
 
 #. Tag: title
 #: vnc_Modes_Chapter.xml:14
@@ -32747,7 +32845,7 @@ msgstr ""
 #: vnc_Modes_Chapter.xml:60
 #, no-c-format
 msgid "There are some disadvantages to direct mode, including:"
-msgstr ""
+msgstr "ସିଧାସଳଖ ଧାରାରେ କିଛି କ୍ଷତି ଅଛି, ଏହାକୁ ଅନ୍ତର୍ଭୁକ୍ତ କରି:"
 
 #. Tag: para
 #: vnc_Modes_Chapter.xml:67
@@ -32756,6 +32854,8 @@ msgid ""
 "Requires visual access to the system console to see the IP address and port "
 "to connect the VNC viewer to."
 msgstr ""
+"VNC ଦର୍ଶକ ସହିତ ସଂଯୋଗ କରିବାକୁ IP ଠିକଣା ଏବଂ ପୋର୍ଟକୁ ଦେଖିବା ପାଁଇ ତନ୍ତ୍ର କୋନସୋଲ "
+"ପାଇଁ ଦୃଶ୍ୟମାନ ଅଭିଗମ୍ୟତା ଆବଶ୍ୟକ।"
 
 #. Tag: para
 #: vnc_Modes_Chapter.xml:74
@@ -32764,6 +32864,8 @@ msgid ""
 "Requires interactive access to the system console to complete the first "
 "stage of the installer."
 msgstr ""
+"ସ୍ଥାପନ କ୍ରିୟାର ପ୍ରଥମ ପଦକ୍ଷେପକୁ ସମ୍ପୂର୍ଣ୍ଣ କରିବା ପାଇଁ ତନ୍ତ୍ର କୋନସୋଲ ସହିତ ପାରସ୍ପରିକ "
+"ଅଭିଗମ୍ୟତା ଆବଶ୍ୟକ ହୋଇଥାଏ।"
 
 #. Tag: para
 #: vnc_Modes_Chapter.xml:82





More information about the Fedora-docs-commits mailing list